ଆଉ ଯାତ୍ରାରେ ହେବନି ନଗ୍ନ ନୃତ୍ୟ; କଠୋର ହେଲେ ସରକାର

ଗତ କିଛି ହେଲା ଯାତ୍ରା ଦର୍ଶକଙ୍କ ସଂଖ୍ୟା ବଢୁଛି। ରକ୍ଷଣଶୀଳ ବ୍ୟକ୍ତି ନିଜ ପରିବାର ଲୋକଙ୍କ ସହ ଯାତ୍ରା ଦେଖିବାକୁ ଆସୁଛନ୍ତି। ହେଲେ ନାଟକ ଆରମ୍ଭ ପୂର୍ବରୁ ହେଉଥିବା ଅଶ୍ଲୀଳ ନୃତ୍ୟକୁ ନେଇ ଅନେକ ସମୟରେ ବିବାଦ ଦେଖା ଦେଉଛି।

Jatra Dance

Representative image

Manoranjan Sial
  • Published: Wednesday, 30 October 2024
  • Updated: 30 October 2024, 07:34 PM IST

Sports

Latest News

ଯାତ୍ରାରେ ଆଉ ହେଇପାରିବନି ଅଶ୍ଲୀଳ ନୃତ୍ୟ। ଆଉ ଦର୍ଶକ ଦେଖିପାରିବେନି ଝାଇଁମରା ନାଚ। ଖୋଲା ମଞ୍ଚ ଯାତ୍ରାରେ ନାଟକକୁ ନେଇ ଦର୍ଶକଙ୍କ ଭିତରେ କ୍ରେଜ୍‌ ବଢ଼ୁଛି। ହେଲେ ନାଟକରେ ଆଇଟମ୍‌ ଡ୍ୟାନ୍ସକୁ ନେଇ ଅନେକ ସମୟରେ ବିବାଦ ଦେଖା ଦେଉଛି। ଯାହାକୁ ନେଇ ନାନ ବିଶୃଙ୍ଖଳା ସୃଷ୍ଟି ହେଉଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର କଠୋର ହେଉଛନ୍ତି।

ଯାତ୍ରାରେ ଅଶ୍ଲୀଳ ନୃତ୍ୟକୁ ନେଇ ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଯାତ୍ରାରେ ଅଶ୍ଲୀଳ ନୃତ୍ୟ ବନ୍ଦ କରିବା ପାଇଁ ଖୁବଶୀଘ୍ର ଆସିବ ଆଇନ। ରାଜ୍ୟ ସରକାର ଏହାକୁ ସମ୍ବେଦନଶୀଳ ଭାବେ ଗ୍ରହଣ କରିଛନ୍ତି। ଏହାକୁ ନେଇ ବିଚାର ବିମର୍ଶ ଚାଲିଛି। ଯାତ୍ରା ପାର୍ଟିର ମାଲିକଙ୍କ ସହ ଏ ନେଇ ଆଲୋଚନା ହେବ ବୋଲି ମନ୍ତ୍ରୀ କହିଛନ୍ତି।

Also Read

ଅଶ୍ଲୀଳ ନୃତ୍ୟ ରୋକ ଲଗାଇବା ପାଇଁ ‘ଯାତ୍ରା କଳାକାର ଓ କର୍ମଚlରୀ ସଂଘ ଓଡ଼ିଶା’ ଓ ‘ରାଜ୍ୟ କଳାକାର ମହାସଂଘ’ ପୂର୍ବରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିଲେ। ସରକାର ଏଥିପ୍ରତି ଯତ୍ନବାନ ହୋଇ ଏକ ନିୟମ କରି ପ୍ରତି ଜିଲ୍ଲାପାଳ ଓ ଏସପିଙ୍କ ନିକଟକୁ ଚିଠି କରିଥିଲେ। କିନ୍ତୁ ଜିଲ୍ଲାପାଳ ଓ ଏସ୍‌ପି ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି ସଂଘ ଅଭିଯୋଗ କରିଛି।

ସୂଚନାରୁ ପ୍ରକାଶ, ଗତ କିଛି ହେଲା ଯାତ୍ରା ଦର୍ଶକଙ୍କ ସଂଖ୍ୟା ବଢୁଛି। ରକ୍ଷଣଶୀଳ ବ୍ୟକ୍ତି ନିଜ ପରିବାର ଲୋକଙ୍କ ସହ ଯାତ୍ରା ଦେଖିବାକୁ ଆସୁଛନ୍ତି। ହେଲେ ନାଟକ ଆରମ୍ଭ ପୂର୍ବରୁ ହେଉଥିବା ଅଶ୍ଲୀଳ ନୃତ୍ୟକୁ ନେଇ ଅନେକ ସମୟରେ ବିବାଦ ଦେଖା ଦେଉଛି। ରାଜ୍ୟ ସରକାରଙ୍କ କଡ଼ା ତାଗିଦ ସତ୍ତ୍ୱେ କିଛି ଅନୁଷ୍ଠାନ ମଞ୍ଚରେ ଅଶ୍ଲୀଳ ନୃତ୍ୟ ପରିବେଷଣ କରାଉଛି।

ୟୁଟ୍ୟୁବ୍‌ ପ୍ରଶଂସା ସାଉଣ୍ଟିଥିବା ସାହୁ ଭାଉଜ ମଞ୍ଚରେ ଆଇଟମ୍‌ ଡ୍ୟାକ୍ସ କରୁଥିବା ବେଳେ ନିଜର ଉପର ଡ୍ରେସ୍‌ ଖୋଲି ଦେଇଥିଲେ। ଯାହାର ଭିଡିଓ ଭାଇରାଲ୍‌ ହୋଇଥିଲା। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସାହୁ ଭାଉଜ ଭୁଲ୍‌ ମାଗିଥିଲେ। ଆଗକୁ ସେମିତି ଡ୍ୟାନ୍ସ କରିବେ ନାହିଁ ବୋଲି କହିଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ବାରମ୍ୱାର ମଞ୍ଚରେ ଖୋଲମ୍‌ ଖୋଲା ନାଚୁଥିବା ଦେଖିବାକୁ ମିଳିଛି।

କେବଳ ସାହୁ ଭାଉଜ ନୁହେଁ, ନିଶା ମହାରଣା, ରାନୀ ପ୍ରିୟଦର୍ଶିନୀ ପରି ଅନେକ ଆଇଟମ୍‌ ଡ୍ୟାନ୍ସର ଷ୍ଟେଜ୍‌ ଉନରେ ନଗ୍ନ ନୃତ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଛି। ଏଥିପାଇଁ ସେମାନଙ୍କୁ ଦର୍ଶକଙ୍କ ବିରୋଧର ସାମ୍ନା କରିବାକୁ ପଡ଼ିଛି। ତଥାପି ସେମାନେ ସୁଧୁରୁ ନାହାନ୍ତି। ବାରମ୍ୱାର ଷ୍ଟେଜ୍‌ରେ ଆକ୍ରମଣରେ ଶିକାର ହେଉଛନ୍ତି। ଅନ୍ୟପକ୍ଷରେ ଯାତ୍ରାରେ ଅଶ୍ଲୀଳ ନୃତ୍ୟକୁ ନେଇ ବରିଷ୍ଠ କଳାକାରମାନେ ମଧ୍ୟ ବିରୋଧ କଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story