Advertisment

ଭାଇରଲ ହେଉଛି ନୋରାଙ୍କ ଭିଡିଓ

ମୁମ୍ବାଇ: ବଲିଉଡର ହର୍ଟ ଅଭିନେତ୍ରୀ ନୋରା ଫତେହି। ଅଭିନୟ ଠାରୁ ଅଧିକ ନିଜ ଡ୍ୟାନ୍ସ ମୁଭ ପାଇଁ ସେ ବେଶ ପରିଚିତ। ଖତରନାକ ଡ୍ୟାନ୍ସ ମୁଭ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ନୋରା ପୁଣି ଥରେ ସୋଶାଲ ମିଡିଆରା ଧମାଲ କରିଛନ୍ତି। ଜୋରସୋରରେ ଭାଇରାଲ ହେଉଛି ତାଙ୍କ ଭିଡିଓ। ନିକଟରେ ଇନଷ୍ଟାଗ୍ରାମରେ ନୋରା ତାଙ୍କର କିଛି ଡ୍ୟାନ୍ସ ଭିଡିଓ ଶେଆର କିରଛନ୍ତି। ଏହି ଭିଡିଓରେ ନୋରା ପୁଣିଥରେ ନିଜର କିଲର ମୁଭସ୍ ଦେଖାଇଛନ୍ତି। କଳା ରଙ୍ଗର ସ୍ପୋର୍ଟସ୍ […]

ଭାଇରଲ ହେଉଛି ନୋରାଙ୍କ ଭିଡିଓ

Nora

Advertisment

ମୁମ୍ବାଇ: ବଲିଉଡର ହର୍ଟ ଅଭିନେତ୍ରୀ ନୋରା ଫତେହି। ଅଭିନୟ ଠାରୁ ଅଧିକ ନିଜ ଡ୍ୟାନ୍ସ ମୁଭ ପାଇଁ ସେ ବେଶ ପରିଚିତ। ଖତରନାକ ଡ୍ୟାନ୍ସ ମୁଭ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ନୋରା ପୁଣି ଥରେ ସୋଶାଲ ମିଡିଆରା ଧମାଲ କରିଛନ୍ତି। ଜୋରସୋରରେ ଭାଇରାଲ ହେଉଛି ତାଙ୍କ ଭିଡିଓ।

Advertisment

ନିକଟରେ ଇନଷ୍ଟାଗ୍ରାମରେ ନୋରା ତାଙ୍କର କିଛି ଡ୍ୟାନ୍ସ ଭିଡିଓ ଶେଆର କିରଛନ୍ତି। ଏହି ଭିଡିଓରେ ନୋରା ପୁଣିଥରେ ନିଜର କିଲର ମୁଭସ୍ ଦେଖାଇଛନ୍ତି। କଳା ରଙ୍ଗର ସ୍ପୋର୍ଟସ୍ ଡ୍ରେସରେ ନୋରାଙ୍କ ଡ୍ୟାନ୍ସ ମୁଭକୁ ଦେଖି ମତୁଆଲା ହୋଇଯାଇନ୍ତି ପ୍ରଶଂସକ। ତାଙ୍କ ଏହି ଭିଡିଓ ଏବେ ସମସ୍ତଙ୍କ ମନ କିଣି ନେଇଛି।

‘ଦିଲବର’, ‘କମରିଆ’, ‘ସାକି ସାକି’, ଏବଂ ନିକଟରେ ରିଲିଜ ହୋଇଥିବା ଗୁରୁ ରାନ୍ଧୱାଙ୍କ ‘ନାଚ ମେରି ରାନୀ’ ପରେ ପୁଣିଥରେ ତାଙ୍କର ଆଉ ଏକ ମ୍ୟୁଜିକ ଭିଡିଓ ଆସିବାକୁ ଯାଉଛି। ଏନେଇ ନିଜେ ନୋରା ଶେଆର କରିଥିବା ଭିଡିଓରେ ହିଣ୍ଟ ଦେଇଛନ୍ତି। ଭିଡିଓକୁ ଶେଆର କରି ନୋରା କ୍ୟାପସନରେ ମୁ ଖୁବ ଶୀଘ୍ର ଆସୁଛି ବୋଲି ଲେଖିଛନ୍ତି।

Advertisment


ସୂଚନାଯୋଗ୍ୟ ଯେ, ୨୦୧୪ରେ ବଲିଉଡରେ ଡେବ୍ୟୁ କରିଥିଲେ ନୋରା ଫତେହି। ଏହାପରେ ସେ ଟିଭି ରିଆଲିଟି ଶୋ’ ‘ବିଗ ବସ୍-୯’ରେ ଭାଗ ନେଇ ଫେମସ ହୋଇଥିଲେ। ପରେ ବ୍ଲକବଷ୍ଟର ଫିଲ୍ମ ‘ବାହୁବଳୀ’ର ଏକ ଆଇଟମ ସଙ୍ଗରେ ନୋରାଙ୍କୁ ସୁଯୋଗ ମିଳିଥିଲା। ଆଉ ଏଥିରୁ ହିଁ ସେ ନିଜ ଡ୍ୟାନ୍ସିଂ ମୁଭ ଜରିଆରେ ଲୋକଙ୍କୁ ଆଟ୍ରାକ୍ଟ କରିଥିଲେ। ଏହାପରେ ତାଙ୍କୁ ଗୋଟିଏ ପରେ ଗୋଟିଏ ଫିଲ୍ମରେ କାମ କରିବାର ସୁଯୋଗ ମଳିଥିଲା।

Bollywood Nora Fatehi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe