ପରିଣୀତିଙ୍କୁ ରିପ୍ଲେସ୍‌ କଲେ ନୋରା

ମୁମ୍ବାଇ: ବଲିଉଡ୍‌ର ହଟ୍‌ କୁଇନ୍ ନୋରା ଫତେହି ଗୋଟିଏ ପରେ ଗୋଟିଏ ଜବରଦସ୍ତ ଆଇଟମ୍‌ ନମ୍ବର ଦେଇ ବଲିଉଡ୍‌ରେ ନିଜର ଜାଗା ବନେଇସାରିଲେଣି। ତେବେ ନିଜର କାତିଲାନା ଅନ୍ଦାଜ୍ ଓ ଜବରଦସ୍ତ ଡ୍ୟାନ୍ସରେ ଧୂମ୍‌ ମଚାଇବା ପରେ ଏବେ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍‌ସର୍‌’ରେ ତାଙ୍କର ଅଭିନୟ ଦେଖିବାକୁ ମିଳିବ। ଏସବୁ ଭିତରେ ଆଉ ଏକ ଖବର ମଧ୍ୟ ମିଳିଛି। ନୋରାଙ୍କ ହାତକୁ ଆସିଛି ଏକ ବଡ଼ ପ୍ରୋଜେକ୍ଟ। ଏଥିରେ ସେ ପରିଣୀତି ଚୋପ୍ରାଙ୍କୁ ରିପ୍ଲେସ୍‌ କରିଛନ୍ତି ବୋଲି […]

pari

pari

Chinmayee Roy
  • Published: Saturday, 04 January 2020
  • Updated: 04 January 2020, 01:33 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ହଟ୍‌ କୁଇନ୍ ନୋରା ଫତେହି ଗୋଟିଏ ପରେ ଗୋଟିଏ ଜବରଦସ୍ତ ଆଇଟମ୍‌ ନମ୍ବର ଦେଇ ବଲିଉଡ୍‌ରେ ନିଜର ଜାଗା ବନେଇସାରିଲେଣି। ତେବେ ନିଜର କାତିଲାନା ଅନ୍ଦାଜ୍ ଓ ଜବରଦସ୍ତ ଡ୍ୟାନ୍ସରେ ଧୂମ୍‌ ମଚାଇବା ପରେ ଏବେ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍‌ସର୍‌’ରେ ତାଙ୍କର ଅଭିନୟ ଦେଖିବାକୁ ମିଳିବ। ଏସବୁ ଭିତରେ ଆଉ ଏକ ଖବର ମଧ୍ୟ ମିଳିଛି। ନୋରାଙ୍କ ହାତକୁ ଆସିଛି ଏକ ବଡ଼ ପ୍ରୋଜେକ୍ଟ। ଏଥିରେ ସେ ପରିଣୀତି ଚୋପ୍ରାଙ୍କୁ ରିପ୍ଲେସ୍‌ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।

https://www.instagram.com/p/B4xKVeDJeFb/?utm_source=ig_web_copy_link

ସୂଚନା ଅନୁଯାୟୀ,  ଅଜୟ ଦେବ୍‌ଗନଙ୍କ ଅପକମିଂ ଫିଲ୍ମ ‘ଭୁଜ୍‌: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ରେ ପୂର୍ବରୁ ପରିଣୀତି ଚୋପ୍ରାଙ୍କୁ ଲିଡ୍‌ ହିରୋଇନ୍‌ ଭାବେ ଫାଇନାଲ୍‌ କରାଯାଇଥିଲା। ହେଲେ ଏବେ ତାଙ୍କୁ ରିପ୍ଲେସ୍‌ କରିଛନ୍ତି ନୋରା ଫତେହି। କୁହାଯାଉଛି, ପରିଣୀତି ଅନ୍ୟ ପ୍ରୋଜେକ୍ଟରେ ବ୍ୟସ୍ତ ଥିବାରୁ ସେ ଏହି ଫିଲ୍ମକୁ ସମୟ ଦେଇପାରିବେ ନାହିଁ ବୋଲି କହିଥିଲେ। ଏହାପରେ ନିର୍ମାତା ଏହି ରୋଲ୍‌ ପାଇଁ ନୋରାଙ୍କୁ ବାଛିଛନ୍ତି। ସେ ଜାନୁଆରୀ ୧୨ ତାରିଖ ପରେ ଫିଲ୍ମର ଶୁଟିଂ ଆରମ୍ଭ କରିବେ।

https://twitter.com/AbhishekDudhai6/status/1212322197177434112

ସୂଚନାଯୋଗ୍ୟ,  ‘ଭୁଜ୍‌: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଭିଷେକ ଦୁଧୈୟା।୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧ ବେଳର ଏକ ସତ ଘଟଣାକୁ ନେଇ ଏହି ଫିଲ୍ମ ତିଆରି ହେଉଛି। ଏଥିରେ ଅଜୟ ଦେବଗନ୍ ୱିଙ୍ଗ୍ କମାଣ୍ଡର ବିଜୟ କାର୍ଣ୍ଣିକଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ବିଜୟ କାର୍ଣ୍ଣିକ ୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଭୁଜ ଏୟାରବେସର ଦାୟିତ୍ୱରେ ଥିଲେ। ପାକିସ୍ତାନ ସୈନ୍ୟ ଏହି ଏୟାରବେସ୍‌ ଉପରେ ଆକ୍ରମଣ କରିଥିଲା। ଏହାପରେ ମଧ୍ୟ କାର୍ଣ୍ଣିକ ନିଜର ଅପରେସନ୍ ଜାରି ରଖିଥିଲେ। ତାଙ୍କର ଏହି ବୀରତ୍ୱ ଉପରେ ନିର୍ମାଣ ହେଉଥିବା ଏହି ଫିଲ୍ମଟି ଅଗଷ୍ଟ ମାସ ୧୪ ତାରିଖରେ ରିଲିଜ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story