Advertisment

ନୂଆ ଫିଲ୍ମ ପାଇଁ ବଡି ବିଲ୍ଡିଂ କରୁଛନ୍ତି ଅଂଶୁମାନ

ମୁମ୍ୱାଇ: ‘ଭିକି ଡୋନର’ ଷ୍ଟାର ତଥା କଣ୍ଠଶିଳ୍ପୀ ଅଂଶୁମାନ ଖୁରାନାଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବ। ସେ ତାଙ୍କ ଫିଲ୍ମ ‘ବରେଲି କି ବରଫି’ରେ ଭିନ୍ନ ରୂପରେ ଦେଖିବାକୁ ମିଳିବେ। ଅଂଶୁମାନ କହିଛନ୍ତି,“ଏହି ଫିଲ୍ମରେ ଦର୍ଶକେ ମୋତେ ଭିନ୍ନ ଭୂମିକାରେ ଦେଖିବେ। ଏଥିପାଇଁ ମୁଁ ବଡ଼ି ବିଲ୍ଡିଂ କରିବା ସହ ଓଜନ ମଧ୍ୟ ହ୍ରାସ କରିଛି।” ଏହି ଫିଲ୍ମରେ ତାଙ୍କୁ ଜଣେ ପବ୍ଲିସର ଭୂମିକାରେ ଦେଖିବାକୁ ମିଳିବ।

ଅଦ୍ୟତନ ହୋଇଛି
ନୂଆ ଫିଲ୍ମ ପାଇଁ ବଡି ବିଲ୍ଡିଂ କରୁଛନ୍ତି ଅଂଶୁମାନ

ayushmann-khurrana

Advertisment

ମୁମ୍ୱାଇ: ‘ଭିକି ଡୋନର’ ଷ୍ଟାର ତଥା କଣ୍ଠଶିଳ୍ପୀ ଅଂଶୁମାନ ଖୁରାନାଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବ। ସେ ତାଙ୍କ ଫିଲ୍ମ ‘ବରେଲି କି ବରଫି’ରେ ଭିନ୍ନ ରୂପରେ ଦେଖିବାକୁ ମିଳିବେ।

Advertisment

ଅଂଶୁମାନ କହିଛନ୍ତି,“ଏହି ଫିଲ୍ମରେ ଦର୍ଶକେ ମୋତେ ଭିନ୍ନ ଭୂମିକାରେ ଦେଖିବେ। ଏଥିପାଇଁ ମୁଁ ବଡ଼ି ବିଲ୍ଡିଂ କରିବା ସହ ଓଜନ ମଧ୍ୟ ହ୍ରାସ କରିଛି।”

ଏହି ଫିଲ୍ମରେ ତାଙ୍କୁ ଜଣେ ପବ୍ଲିସର ଭୂମିକାରେ ଦେଖିବାକୁ ମିଳିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe