/odisha-reporter/media/post_attachments/uploads/2016/10/sonakchhi-sm_650_100116111845.jpg)
sonakchhi
ମୁମ୍ବାଇ: ଫିଲ୍ମ ‘ନୂର’ରେ ପାକିସ୍ତାନୀ ପତ୍ରକାର ଭୂମିକାରେ ଆସିବେ ନାହିଁ ସୋନାକ୍ଷୀ ସିଂହ୍ନା। ଆଜି ଏ କଥା ସେ ନିଜେ ସ୍ପଷ୍ଟ କରିଛନ୍ତି। ଏହି ଫିଲ୍ମ ପାକିସ୍ତାନର ସବା ଇମ୍ତିଆଜଙ୍କ ଉପନ୍ୟାସ ‘କରାଚୀ ୟୁ ଆର କିଲିଂ ମି’ ଉପରେ ନିର୍ମାଣ ହେଉଛି।
Advertisment
ସେ କହିଛନ୍ତି,“ଏକ ବହିର ବିଷୟ ବସ୍ତୁକୁ ନେଇ ଏହି ଫିଲ୍ମ ନିର୍ମାଣ ହେଉଛି। ବହିଟି ପାକିସ୍ତାନ ଲେଖକଙ୍କ ଦ୍ୱାରା ଲେଖା ଯାଇଛି। କାହାଣୀକୁ ମୁମ୍ବାଇ ବ୍ୟାକ୍ ଗ୍ରାଉଣ୍ଡରେ ବଦଳା ଯାଇଛି। ଏଥିରେ ମୁଁ ପାକିସ୍ତାନୀ ପତ୍ରକାର ଭୂମିକାରେ ଆସୁନାହିଁ।”
ଗତବର୍ଷ ଏପ୍ରିଲ ୭ ତାରିଖରେ ଏହି ଫିଲ୍ମ ପରଦାକୁ ଆସିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
