ପରଦାରେ ହଇଚଇ କରୁଛି ‘ମାଲ୍ୟଗିରି’

ପାହାଡ଼ ପର୍ବତ ଓ ଆଦିବାସୀ ଚଳଣୀକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରରେ ଭିନ୍ନ ଭୂମିକାରେ ନଜର ଆସିଛନ୍ତି ବାବୁଶାନ୍ ଓ ଅମ୍ଳାନ। ଓଡ଼ିଶାର ପାହାଡି ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ଭାଷା ଏହି ଫିଲ୍ମରେ ସ୍ଥାନିତ କରାଯାଇଛି।

Malyagiri

ଓଡ଼ିଆ ଫିଲ୍ମ ମାଲ୍ୟଗିରି

Manoranjan Sial
  • Published: Thursday, 19 October 2023
  • Updated: 19 October 2023, 10:06 PM IST

Sports

Latest News

ଆକ୍‌ସନ୍‌, ରୋମାନ୍ସ ଓ ସସ୍‌ପେନ୍ସରେ ଭରପୂର ‘ମାଲ୍ୟଗିରି’। ବହୁ ପ୍ରତିକ୍ଷା ପରେ ରିଲିଜ ହୋଇଛି। ଫିଲ୍ମ ହଲ୍‌ରେ ପରଦାରେ ହଇଚଇ କରୁଛି। ହଲ୍‌ର ଭିଡକୁ ଦେଖିଲେ ଫିଲ୍ମକୁ ପସନ୍ଦ କରୁଥିବା ଅନୁମାନ କରାଯାଉଛି।

ଓଡ଼ିଶାର ପ୍ରକୃତିର ଓ ଗାଥାକୁ ନେଇ ନିର୍ମିତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ମାଲ୍ୟଗିରି’। ଆଜି କଟକ ବୃନ୍ଦାବନ ହଲ୍‌ ଫିଲ୍ମଟି ରିଲିଜ ହୋଇଛି। ଚଳଚ୍ଚିତ୍ରରେ ନାୟକ ଭାବରେ ଓଲିଉଡ୍‌ ସୁପର ଷ୍ଟାର ବାବୁଶାନ ମହାନ୍ତି ଓ ଅମ୍ଳାନ ଦାସଙ୍କୁ ଏକା ସାଙ୍ଗରେ ଦେଖିବାକୁ ମିଳିଛି। ସେହିଭଳି ନାୟିକା ଭାବେ ଶିବାନୀ ସଙ୍ଗୀତା, ସୂର୍ୟାମୟୀ ଓ ଏଲିନା ସାମନ୍ତରାୟଙ୍କୁ ଦେଖିବାକୁ ମିଳିଛି।

Also Read

ପାହାଡ଼ ପର୍ବତ ଓ ଆଦିବାସୀ ଚଳଣୀକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରରେ ଭିନ୍ନ ଭୂମିକାରେ ନଜର ଆସିଛନ୍ତି ବାବୁଶାନ୍ ଓ ଅମ୍ଳାନ। ଓଡ଼ିଶାର ପାହାଡି ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ଭାଷା ଏହି ଫିଲ୍ମରେ ସ୍ଥାନିତ କରାଯାଇଛି। ଆଜି ଫିଲ୍ମର ରିଲିଜ ପରେ ଦର୍ଶକଙ୍କ ଭଲ ରେସ୍‌ପନ୍ସ ମିଳୁଥିବା କହିଛନ୍ତି ନାୟକ ଓ ନାୟିକା। ସେହିଭଳି ଫିଲ୍ମରେ ଥିବା ଭିନ୍ନ କାହାଣୀ ଓ ଭିନ୍ନ ଚରିତ୍ର ଦର୍ଶକଙ୍କୁ ଆକର୍ଷିତ କରିବ ବୋଲି ନିର୍ଦ୍ଦେଶ ପୃଥ୍ୱୀବିରାଜ ପଟ୍ଟନାୟକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story