ସନି ଦେଓଲଙ୍କ ଜୀବନ୍ତ ଅଭିନୟ ପଛରେ ଓଡ଼ିଆ ପୁଅ | Odisha Reporter
ବଲିଉଡ୍ରେ ଓଡ଼ିଆ ପୁଅ। କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିର ଯୁବକ ବରୁଣ ବିଷୋୟୀ ସନ୍ନି ଦେଓଲଙ୍କ ଅଭିନୀତ ‘ଗଦର-୨’ ଫିଲ୍ମରେ କାମ କରି ଏବେ ଚର୍ଚ୍ଚାରେ। ଫିଲ୍ମରେ ସେ ଫଲି ଆର୍ଟିଷ୍ଟ ଭାବେ କାମ କରିବାର ସୁଯୋଗ ପାଇଛନ୍ତି। ଏବେ ବରୁଣଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି। ବଲିଉଡ୍ରେ ଜଣେ ସଫଳ ଫଲି ଆର୍ଟିଷ୍ଟ୍ ଭାବେ ବରୁଣ ଅନେକ ସୁପରହିଟ୍ ଫିଲ୍ମରେ କାମ କରି ସାରିିଛନ୍ତି। ବଲିଉଡ୍ରେ ସେ ପାଖାପାଖି ୨୦ ବର୍ଷ ହେଲାଣି ଜଣେ ଫଲି ଆର୍ଟିଷ୍ଟ୍ ବା ଏଡିଟର ଭାବେ କାମ କରି ଆସୁଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
