Advertisment

‘ଗଦର-୨ରେ କାମ କରି ବହୁତ ଖୁସି’

ବଲିଉଡ୍‌ରେ ଓଡ଼ିଆ ପୁଅ। କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିର ଯୁବକ ବରୁଣ ବିଷୋୟୀ ସନ୍ନି ଦେଓଲଙ୍କ ଅଭିନୀତ ‘ଗଦର-୨’ ଫିଲ୍ମରେ କାମ କରି ଏବେ ଚର୍ଚ୍ଚାରେ। ଫିଲ୍ମରେ ସେ ଫଲି ଆର୍ଟିଷ୍ଟ ଭାବେ କାମ କରିବାର ସୁଯୋଗ ପାଇଛନ୍ତି।

Advertisment

ବଲିଉଡ୍‌ରେ ଓଡ଼ିଆ ପୁଅ। କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିର ଯୁବକ ବରୁଣ ବିଷୋୟୀ ସନ୍ନି ଦେଓଲଙ୍କ ଅଭିନୀତ ‘ଗଦର-୨’ ଫିଲ୍ମରେ କାମ କରି  ଏବେ ଚର୍ଚ୍ଚାରେ। ଫିଲ୍ମରେ ସେ ଫଲି ଆର୍ଟିଷ୍ଟ ଭାବେ କାମ କରିବାର ସୁଯୋଗ ପାଇଛନ୍ତି। ଏବେ ବରୁଣଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି। ବଲିଉଡ୍‌ରେ ଜଣେ ସଫଳ ଫଲି ଆର୍ଟିଷ୍ଟ୍ ଭାବେ ବରୁଣ ଅନେକ ସୁପରହିଟ୍ ଫିଲ୍ମରେ କାମ କରି ସାରିିଛନ୍ତି।  ବଲିଉଡ୍‌ରେ ସେ ପାଖାପାଖି ୨୦ ବର୍ଷ ହେଲାଣି ଜଣେ ଫଲି ଆର୍ଟିଷ୍ଟ୍ ବା ଏଡିଟର ଭାବେ କାମ କରି ଆସୁଛନ୍ତି ।

Advertisment
Kandhamal Bollywood Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe