Advertisment

ବଲିଉଡ୍‌ରେ ଠୁମ୍‌କା ଲଗାଇଲେ ସମ୍ବଲପୁରୀ ଝିଅ

ମୁମ୍ବାଇ: ଓଡ଼ିଶାର ଅନେକ କଳାକାର ବାହାର ରାଜ୍ୟକୁ ଯାଇ ନିଜର ପ୍ରତିଭା ପ୍ରର୍ଦଶନ କରି ମାଟି ଲାଗି ଗୌରବ ଆଣିଛନ୍ତି। ତାହା ରିଆଲିଟି ଶୋ’ ହେଉ ବା ବଲିଉଡ୍‌ ଫିଲ୍ମ ସବୁଠି ସେମାନେ ନିଜର ପ୍ରତିଭା ପ୍ରଦର୍ଶନ କରି ଲୋକପ୍ରିୟ ହେବା ଗର୍ବର ବିଷୟ । ଏବେ ଏହି ଟ୍ରେଣ୍ଡରେ ସାମିଲ ହୋଇଛନ୍ତି ଆଉ ଜଣେ ଓଡ଼ିଆ ଝିଅ। ସେ ପୁଣି ଏଣ୍ଟ୍ରି କରିଛନ୍ତି ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମରେ। ସମ୍ବଲପୁରର ସୁଶ୍ରୀ ଶେୟା ମିଶ୍ର ସଞ୍ଜୟଙ୍କ ଆଗାମୀ […]

ବଲିଉଡ୍‌ରେ ଠୁମ୍‌କା ଲଗାଇଲେ ସମ୍ବଲପୁରୀ ଝିଅ

s11

Advertisment

ମୁମ୍ବାଇ: ଓଡ଼ିଶାର ଅନେକ କଳାକାର ବାହାର ରାଜ୍ୟକୁ ଯାଇ ନିଜର ପ୍ରତିଭା ପ୍ରର୍ଦଶନ କରି ମାଟି ଲାଗି ଗୌରବ ଆଣିଛନ୍ତି। ତାହା ରିଆଲିଟି ଶୋ’ ହେଉ ବା ବଲିଉଡ୍‌ ଫିଲ୍ମ ସବୁଠି ସେମାନେ ନିଜର ପ୍ରତିଭା ପ୍ରଦର୍ଶନ କରି ଲୋକପ୍ରିୟ ହେବା ଗର୍ବର ବିଷୟ ।

Advertisment

publive-image

ଏବେ ଏହି ଟ୍ରେଣ୍ଡରେ ସାମିଲ ହୋଇଛନ୍ତି ଆଉ ଜଣେ ଓଡ଼ିଆ ଝିଅ। ସେ ପୁଣି ଏଣ୍ଟ୍ରି କରିଛନ୍ତି ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମରେ। ସମ୍ବଲପୁରର ସୁଶ୍ରୀ ଶେୟା ମିଶ୍ର ସଞ୍ଜୟଙ୍କ ଆଗାମୀ ଫିଲ୍ମ ‘ମଲାଲ୍‌’ରେ ଆଇଟମ୍ ନମ୍ବର ‘ଆଇଲାରେ’ ନିଜର ଡ୍ୟାନ୍ସର ଠୁମ୍‌କା ଲଗାଇଛନ୍ତି।

publive-image

ପୂର୍ବରୁ ସେ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହା ସହ ମଡେଲିଂ ଜଗତରେ ମଧ୍ୟ ସେ ବେଶ୍‌ ପରିଚିତ । ଶ୍ରେୟାଙ୍କର ଏହା ହେଉଛି ଦ୍ୱିତୀୟ ବଲିଉଡ୍‌ ଫିଲ୍ମ ଏବଂ ପ୍ରଥମ ଆଇଟମ୍‌ ଗୀତ।

Advertisment

publive-image

କାଲି ଏହି ଗୀତର ଭିଡିଓ ରିଲଜ୍‌ ହୋଇଥିବା ବେଳେ ୬ ଘଣ୍ଟାରେ ଏହି ଗୀତକୁ ୩ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe