Advertisment

ଚର୍ଚ୍ଚାରେ ଅନୁଭବଙ୍କ ଭି Vs ଏ ପୋଷ୍ଟ

କାହା ପାଇଁ ଅନୁଭବ ଏଭଳି କୋଡ ଲାଙ୍ଗୁଏଜ୍‌ ବ୍ୟବହାର କରୁଛନ୍ତି ?

author-image
Manoj Swain

ଚର୍ଚ୍ଚାରେ ଅନୁଭବ ମହାନ୍ତିଙ୍କ କୋଡ ଲାଙ୍ଗୁଏଜ ପୋଷ୍ଟ । ‘ଭି’ ଓ ‘ଏ’କୁ ନେଇ କରିଛନ୍ତି ଏକ ତୁଳନାତ୍ମକ ପୋଷ୍ଟ। ନାଁ ନନେଇ କଲେ ସିଧା ଟାର୍ଗେଟ। ଯେଉଁ ଦିନ ପାରିବାରିକ ବିବାଦକୁ ନେଇ ଫ୍ୟାମିଲି କୋର୍ଟଙ୍କ ରାୟ ଆସୁଛି ଅନୁଭବଙ୍କ କୋଡ ଲାଙ୍ଗୁଏଜ ପୋଷ୍ଟ ଆଉ କାହାକୁ ଅଛପା ନାହିଁ। କିନ୍ତୁ ପ୍ରଶ୍ନ ଉଠୁଛି ଏଠାରେ ‘ଭି’ କିଏ ଆଉ’ ଏ’ କିଏ ? କାହା ପାଇଁ ଅନୁଭବ ଏଭଳି କୋଡ ଲାଙ୍ଗୁଏଜ୍‌ ବ୍ୟବହାର କରୁଛନ୍ତି ?

Advertisment
Odisha Anubhav Mohanty Barsa Priyadarshini