ବର୍ଷା-ଅନୁଭବ ବିବାଦ ପାରିବାରିକ ମାମଲା । କଟକ SDJM କୋର୍ଟରେ ହାଜର ହେଲେ ଉଭୟ ବର୍ଷା-ଅନୁଭବ। ଆଜି ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ପାଇଁ ହେବ ଆଲୋଚନା ।