Advertisment

ରାମ୍‌କୁ ବିରୋଧ, ମନୋଜ ଆଉଟ

ଗତକାଲି ଅଭିନେତା ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିଛି ଉତ୍କଳ ସିନେ ଚାମ୍ବର ଅଫ୍‌ କମର୍ସ। ଏନେଇ ପ୍ରଯୋଜକ ସଂଘ ପକ୍ଷରୁ ଓଡ଼ିଶା ସିନେ ଆର୍ଟିଷ୍ଟ ଆସୋସିଏସନକୁ ଅବଗତ କରାଯାଇଛି ବୋଲି ୟୁସିସିସି ସଭାପତି ସଞ୍ଜୟ ନାୟକ।

Advertisment

ଗତକାଲି ଅଭିନେତା ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିଛି ଉତ୍କଳ ସିନେ ଚାମ୍ବର ଅଫ୍‌ କମର୍ସ। ଏନେଇ ପ୍ରଯୋଜକ ସଂଘ ପକ୍ଷରୁ ଓଡ଼ିଶା ସିନେ ଆର୍ଟିଷ୍ଟ ଆସୋସିଏସନକୁ ଅବଗତ କରାଯାଇଛି ବୋଲି ୟୁସିସିସି ସଭାପତି ସଞ୍ଜୟ ନାୟକ। କେତେବେଳେ ପାରିବାରିକ ବିବାଦ ତ କେତେବେଳେ ବ୍ୟକ୍ତିଗତ ଆକ୍ରୋଶ। ଓଡିଆ ଫିଲ୍ମ ଜଗତ ପାଇଁ ବଡ ବିପଦ ଆଣିଛି। 

Advertisment
Bhubaneswar Manoj Mishra Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe