‘ମୁଁ ତୁମକୁ ହାତ ଯୋଡୁଛି ଅନୁଭବ’ | Odisha Reporter
ଅରିନ୍ଦମ ରାୟ ଓ ଅନୁଭବ ମହାନ୍ତିଙ୍କ ଅଭିନିତ ଫିଲ୍ମ ‘ରାମ’କୁ ପଶ୍ଚିମ ଓଡ଼ିଶାର ସିନେମା ହଲ୍ରେ ରିଲିଜ୍ କରାଇନଦେବାକୁ ନେଇ ଓଲିଉଡରେ ଚାଲିଛି କଳି । ତେବେ ଏହାକୁ ନେଇ ଅନୁଭବ ମହାନ୍ତିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମନୋଜ ମିଶ୍ର ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
