‘ମୁଁ ତୁମକୁ ହାତ ଯୋଡୁଛି ଅନୁଭବ’

  • Published: Thursday, 26 October 2023
  • , Updated: 26 October 2023, 01:47 PM IST

ଅରିନ୍ଦମ ରାୟ ଓ ଅନୁଭବ ମହାନ୍ତିଙ୍କ ଅଭିନିତ ଫିଲ୍ମ ‘ରାମ’କୁ ପଶ୍ଚିମ ଓଡ଼ିଶାର ସିନେମା ହଲ୍‌ରେ ରିଲିଜ୍‌ କରାଇନଦେବାକୁ ନେଇ ଓଲିଉଡରେ ଚାଲିଛି କଳି । ତେବେ ଏହାକୁ ନେଇ ଅନୁଭବ ମହାନ୍ତିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମନୋଜ ମିଶ୍ର । 

Related story