Advertisment

‘ବ୍ୟାନକଲେ ବି ଅଭିନୟ କରିବି’

ଗତକାଲି ଅଭିନେତା ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିଛି ଉତ୍କଳ ସିନେ ଚାମ୍ବର ଅଫ୍‌ କମର୍ସ।

author-image
Manoj Swain

ଗତକାଲି ଅଭିନେତା ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିଛି ଉତ୍କଳ ସିନେ ଚାମ୍ବର ଅଫ୍‌ କମର୍ସ। ଏନେଇ ପ୍ରଯୋଜକ ସଂଘ ପକ୍ଷରୁ ଓଡ଼ିଶା ସିନେ ଆର୍ଟିଷ୍ଟ ଆସୋସିଏସନକୁ ଅବଗତ କରାଯାଇଛି ବୋଲି ୟୁସିସିସି ସଭାପତି ସଞ୍ଜୟ ନାୟକ। ତେବେ ଏହି ବାସନ୍ଦକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ମନୋଜ ମିଶ୍ର । କହିଲେ, ବ୍ୟାନକଲେ ବି ଅଭିନୟ କରିବି । 

Advertisment
Odisha Manoj Mishra Odia Film