ବଲିଉଡରେ ଓଡ଼ିଆ ହିରୋ, କମାଣ୍ଡୋରେ ପ୍ରେମ ପରିଜା | Odisha Reporter
ପ୍ରସିଦ୍ଧ ନିର୍ଦ୍ଦେଶକ ବିପୁଲ ଶାହଙ୍କ ଚର୍ଚ୍ଚିତ ୱେବସିରିଜରେ ଲିଡରେ ନଜର ଆସିଛନ୍ତି ଓଡ଼ିଆ ପୁଅ ପ୍ରେମ ପରିଜା । ଏଥିରେ ସେ ସିକ୍ରେଟ୍ ଏଜେଣ୍ଟ ଭାବେ କାମ କରିଛନ୍ତି । ୧୧ ହଜାରରୁ ଅଧିକ ଅଶାୟୀଙ୍କ ମଧ୍ୟରୁ ତାଙ୍କୁ ବାଛିଛନ୍ତି ବିପୁଲ ଶାହା । ଗତ ୧୦ ବର୍ଷ ଧରି ମୁମ୍ବାଇରେ ନିଜ ଭାଗ୍ୟ ପରଖିବା ପରେ ପ୍ରେମକୁ ମିଳିଛି ଏତେ ବଡ଼ ସୁଯୋଗ । ଏହାପୂର୍ବରୁ କିଛି ହିନ୍ଦୀ ଫିଲ୍ମରେ ସହକାରୀ ନିର୍ଦ୍ଦେଶକ ଭାବେ କାମ ବି କରିଛନ୍ତି ପ୍ରେମ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
