ବଲିଉଡରେ ଓଡ଼ିଆ ହିରୋ, କମାଣ୍ଡୋରେ ପ୍ରେମ ପରିଜା

  • Published: Sunday, 13 August 2023
  • , Updated: 13 August 2023, 04:44 PM IST

ପ୍ରସିଦ୍ଧ ନିର୍ଦ୍ଦେଶକ ବିପୁଲ ଶାହଙ୍କ ଚର୍ଚ୍ଚିତ ୱେବସିରିଜରେ ଲିଡରେ ନଜର ଆସିଛନ୍ତି ଓଡ଼ିଆ ପୁଅ ପ୍ରେମ ପରିଜା । ଏଥିରେ ସେ ସିକ୍ରେଟ୍ ଏଜେଣ୍ଟ ଭାବେ କାମ କରିଛନ୍ତି । ୧୧ ହଜାରରୁ ଅଧିକ ଅଶାୟୀଙ୍କ ମଧ୍ୟରୁ ତାଙ୍କୁ ବାଛିଛନ୍ତି ବିପୁଲ ଶାହା । ଗତ ୧୦ ବର୍ଷ ଧରି ମୁମ୍ବାଇରେ ନିଜ ଭାଗ୍ୟ ପରଖିବା ପରେ ପ୍ରେମକୁ ମିଳିଛି ଏତେ ବଡ଼ ସୁଯୋଗ । ଏହାପୂର୍ବରୁ କିଛି ହିନ୍ଦୀ ଫିଲ୍ମରେ ସହକାରୀ ନିର୍ଦ୍ଦେଶକ ଭାବେ କାମ ବି କରିଛନ୍ତି ପ୍ରେମ । 

Related story