ମିଟିଂ ବସିଲା ମନୋଜ ଆସିଲେନି ? | Odisha Reporter
ସମାଧାନ ପରିବର୍ତ୍ତେ ସାଂଘାତିକ ହେଉଛି ଓଲିଉଡ କଳି । ଦିନକୁ ଦିନ ସ୍ଥିତି ବିଗୁଡୁଛି । କେବଳ ସୋଶାଲ ମିଡିଆରେ ଯୁଦ୍ଧ ଚାଲିଛି । ଆଜି ଓଲିଉଡ କଳିର ସମାଧାନ ପାଇଁ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ପକ୍ଷରୁ ଉଦ୍ୟମ ହୋଇଥିଲା । ଓଏଫ୍ଡିସିର ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ଉପସ୍ଥିତିରେ କଟକରେ ବୈଠକ ଆରମ୍ଭ ହୋଇଥିଲା । ତେବେ ଏହି ବୈଠକରେ ପ୍ରଯୋଜକ ଟୁଟୁ ନାୟକଙ୍କ ସମେତ ଆଉ କିଛି ପ୍ରଯୋଜକ ଓ ଫିଲ୍ମ ଜଗତ ସହ ସଂପୃକ୍ତ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। କିନ୍ତୁ ବୈଠକକୁ ଆସିଲେନି ମନୋଜ ମିଶ୍ର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
