Advertisment

ବୈଠକ ବସିଲା, ମନୋଜ ଆସିଲେନି ?

ସମାଧାନ ପରିବର୍ତ୍ତେ ସାଂଘାତିକ ହେଉଛି ଓଲିଉଡ କଳି । ଆଜି ଓଲିଉଡ କଳିର ସମାଧାନ ପାଇଁ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ପକ୍ଷରୁ ଉଦ୍ୟମ ହୋଇଥିଲା ।

ଅଦ୍ୟତନ ହୋଇଛି
Advertisment

ସମାଧାନ ପରିବର୍ତ୍ତେ ସାଂଘାତିକ ହେଉଛି ଓଲିଉଡ କଳି । ଦିନକୁ ଦିନ ସ୍ଥିତି ବିଗୁଡୁଛି । କେବଳ ସୋଶାଲ ମିଡିଆରେ ଯୁଦ୍ଧ ଚାଲିଛି । ଆଜି ଓଲିଉଡ କଳିର ସମାଧାନ ପାଇଁ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ପକ୍ଷରୁ ଉଦ୍ୟମ ହୋଇଥିଲା । ଓଏଫ୍‌ଡିସିର ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ଉପସ୍ଥିତିରେ କଟକରେ ବୈଠକ ଆରମ୍ଭ ହୋଇଥିଲା । ତେବେ ଏହି ବୈଠକରେ ପ୍ରଯୋଜକ ଟୁଟୁ ନାୟକଙ୍କ ସମେତ ଆଉ କିଛି ପ୍ରଯୋଜକ ଓ ଫିଲ୍ମ ଜଗତ ସହ ସଂପୃକ୍ତ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। କିନ୍ତୁ ବୈଠକକୁ ଆସିଲେନି ମନୋଜ ମିଶ୍ର।

Advertisment
Odisha Ollywood Manoj Mishra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe