‘ମନୋଜଙ୍କୁ ଫୋନ କଲି ଉଠାଇନଥିଲେ’ | Odisha Reporter
Advertisment
ଓଲିଉଡ୍ କଳିର ସମାଧାନ ପାଇଁ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଉଦ୍ୟମ । ଓଏଫ୍ଡିସିର ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ଉପସ୍ଥିତିରେ କଟକରେ ବୈଠକ। ପ୍ରଯୋଜକ ଟୁଟୁ ନାୟକଙ୍କ ସମେତ ଆଉ କିଛି ପ୍ରଯୋଜକ ଓ ଫିଲ୍ମ ଜଗତ ସହ ସଂପୃକ୍ତ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। କିନ୍ତୁ ବୈଠକକୁ ଆସିଲେନି ମନୋଜ ମିଶ୍ର। ବୈଠକ ପରେ ଓଏଫ୍ଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ କହିଲେ, 'ଆଲୋଚନା ପାଇଁ ଡାକିଥିଲି, ଅରିନ୍ଦମ, ଶ୍ରୀତମ, ଟୁଟୁ ନାୟକ ଆସିଥିଲେ, ମନୋଜଙ୍କୁ ବାରମ୍ବାର ଫୋନ୍ କରିଥିଲେ ବି ସେ ଫୋନ୍ ଉଠାଇଲେନି, ତଥାପି ଆମର ଚେଷ୍ଟା ରହିବ, ଏ ଘଟଣା ଆଉ ଆଗକୁ ନ ବଢୁ।'
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us