ପ୍ରଦୀପ ମହାରଥୀଙ୍କ ଝିଅଙ୍କୁ ବାହା ହେବେ ଅର୍ଦ୍ଧେନ୍ଦୁ, ସରିଲା ନିର୍ବନ୍ଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀଙ୍କୁ ବାହା ହେବେ ଓଲିଉଡ୍ ଅଭିନେତା ଅର୍ଦ୍ଧେନ୍ଦୁ। ୟା ଭିତରେ ସେମାନଙ୍କ ନିର୍ବନ୍ଧ ବି ସରିଯାଇଛି। ଗତ ବୁଧବାର ଉଭୟ ପରିବାରର ଉପସ୍ଥିତିରେ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଛି। ଆଉ ସୋଶାଲ୍‌ ମିଡିଆରେ ସେମାନଙ୍କ ଏନ୍‌ଗେଜ୍‌ମେଣ୍ଟର ଫଟୋ ଭାଇରାଲ୍‌ ହେଉଛି। ଏହି ନିର୍ବନ୍ଧ ସମାରୋହରେ ଓଲିଉଡ୍‌ର ଅନେକ ଜଣାଶୁଣା କଳାକାର ମଧ୍ୟ ପହଞ୍ଚିଥିଲେ। ସେମାନଙ୍କ ବିବାହ ତାରିଖ ନେଇ କିଛି ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ […]

ardhendu pallavi

ardhendu pallavi

Biswobandita Swain
  • Published: Saturday, 25 January 2020
  • Updated: 25 January 2020, 12:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀଙ୍କୁ ବାହା ହେବେ ଓଲିଉଡ୍ ଅଭିନେତା ଅର୍ଦ୍ଧେନ୍ଦୁ। ୟା ଭିତରେ ସେମାନଙ୍କ ନିର୍ବନ୍ଧ ବି ସରିଯାଇଛି। ଗତ ବୁଧବାର ଉଭୟ ପରିବାରର ଉପସ୍ଥିତିରେ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଛି। ଆଉ ସୋଶାଲ୍‌ ମିଡିଆରେ ସେମାନଙ୍କ ଏନ୍‌ଗେଜ୍‌ମେଣ୍ଟର ଫଟୋ ଭାଇରାଲ୍‌ ହେଉଛି।

ଏହି ନିର୍ବନ୍ଧ ସମାରୋହରେ ଓଲିଉଡ୍‌ର ଅନେକ ଜଣାଶୁଣା କଳାକାର ମଧ୍ୟ ପହଞ୍ଚିଥିଲେ। ସେମାନଙ୍କ ବିବାହ ତାରିଖ ନେଇ କିଛି ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ଫେବ୍ରୁଆରୀ ୧୪ ତାରିଖରେ ଭାଲେଣ୍ଟାଇନ୍‌ସ ଡେ’ରେ ସେମାନେ ବିବାହ କରିପାରନ୍ତି ବୋଲି କୁହାଯାଉଛି।

ଅର୍ଦ୍ଧେନ୍ଦୁଙ୍କ ଭାବି ପତ୍ନୀ ପଲ୍ଲବୀ ପେସାରେ ଜଣେ ଡାକ୍ତର। ସେ ଜଣେ ଶିଶୁ ରୋଗ ବିଶେଷଜ୍ଞ।

‘ବ୍ଲାକ୍‌ମେଲ୍‌’ ଓ ‘ଟପୋରୀ’ ଫିଲ୍ମରେ ଅର୍ଦ୍ଧେନ୍ଦୁଙ୍କୁ ଦର୍ଶକେ ଲିଡ୍‌ ରୋଲ୍‌ରେ ଦେଖିଥିଲେ। ‘ବ୍ଲାକ୍‌ମେଲ୍‌’ ଫିଲ୍ମରେ ଅଭିନେତ୍ରୀ ତମନ୍ନାଙ୍କ ସହ ‘ହାଏ ତୋ ପ୍ରେମର ରଙ୍ଗୋଲି’ଗୀତରେ ଜବରଦସ୍ତ ଡ୍ୟାନ୍ସ କରି ଦର୍ଶକଙ୍କ ହୃଦୟ ଜିତିଥିଲେ ଅର୍ଦ୍ଧେନ୍ଦୁ। ଗୀତଟି ମଧ୍ୟ ବେଶ୍‌ ଲୋକପ୍ରିୟତା ସାଉଣ୍ଟିଥିଲା।

ନିକଟରେ ଅର୍ଦ୍ଧେନ୍ଦୁଙ୍କ ଆଉ ଏକ ଫିଲ୍ମ ‘ମୁଁ ପରଦେଶୀ ଚଢ଼େଇ’ ରିଲିଜ୍ ହୋଇଛି। ଏଥିରେ ତାଙ୍କ ସହିତ ଅଛନ୍ତି ଓଲିଉଡ୍‌ର ଡ୍ୟାନ୍ସିଂ କୁଇନ୍ ଅନୁଭା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story