Advertisment

ବୈରାଗୀଙ୍କୁ ଭେଟିବେ ସିଦ୍ଧାନ୍ତ

ଦିନେ ସିଦ୍ଧାନ୍ତଙ୍କ ସହ ପୁଚୁକି ଗାଲି ଫେସନ ବାଲି ଗୀତରେ ନାଚୁଥିଲେ ବୈରାଗୀ । ଆଜି ନାଚି ନାଚି ଫାଷ୍ଟଫୁଡ ତିଆରି କରୁଛନ୍ତି ।

author-image
Manoj Swain

କଟକର ବୈରାଗୀ ସେଠୀଙ୍କୁ ଭେଟିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ପୁଚୁକି ଗାଲି ଗୀତର ଡ୍ୟାନ୍ସର ଥିଲେ ବୈରାଗୀ । ଆଜି ବୈରାଗୀ ଫାଷ୍ଟଫୁଡ ଦୋକାନରେ ରୋଷେୟା ଅଛନ୍ତି। ନ୍ୟୁଜ ଦେଖିବା ପରେ ବୈରାଗୀଙ୍କୁ ନିଶ୍ଚିତ ଭେଟିବେ କହିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର।

Advertisment
Odisha Ollywood Actor Siddhanta Mahapatra