‘ବୈରାଗୀଙ୍କୁ ଭେଟିବି’ | Ollywood Star Sidhant Mohapatra to Reunite with Bairagi After 30 years | OR
Advertisment
କଟକର ବୈରାଗୀ ସେଠୀଙ୍କୁ ଭେଟିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ପୁଚୁକି ଗାଲି ଗୀତର ଡ୍ୟାନ୍ସର ଥିଲେ ବୈରାଗୀ । ଆଜି ବୈରାଗୀ ଫାଷ୍ଟଫୁଡ ଦୋକାନରେ ରୋଷେୟା ଅଛନ୍ତି। ନ୍ୟୁଜ ଦେଖିବା ପରେ ବୈରାଗୀଙ୍କୁ ନିଶ୍ଚିତ ଭେଟିବେ କହିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us