Advertisment

ଓଲିଉଡ ଜଣାଇଲା ଦୀପାବଳି ଶୁଭେଚ୍ଛା: କ’ଣ କହୁଛନ୍ତି ସେଲିବ୍ରେଟି, ଶୁଣନ୍ତୁ

<strong>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଦୀପୀବଳି ପାଇଁ ସମସ୍ତେ  ପ୍ରସ୍ତୁତ। ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ବାଣ ଫୁଟାକୁ। ରଙ୍ଗେ।ଲି କରି, ଘରକୁ ଦୀପରେ ସଜାଇ ବାଣ ଫୁଟାଇ ଭିନ୍ନ ଭିନ୍ନ ଶୈଳୀରେ ଦୀପାବଳି ପାଳନ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଏହି ଅବସରରେ ଓଲିଉଡର କଳାକାରମାନେ ଦର୍ଶକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅନୁଭବ ମହାନ୍ତି, ବିଜୟ ମହନ୍ତି , ସବ୍ୟସାଚୀ, ବିଦୁସ୍ମିତା, କଣ୍ଠଶିଳ୍ପୀ ବିଶ୍ୱ ମୋହନ, ଆସୀମା ପଣ୍ଡା, ଚଳଚ୍ଚିତ୍ର ନିଦ୍ଦେର୍ଶକ ସୁଧାଂଶୁ ସାହୁ ପ୍ରମୁଖ ଅନେକ କଳାକାର ଦୀପାବଳିର ଶୁଭେଚ୍ଛା ଜଣାଇ ଆଲୋକର ପର୍ବ ଦୀପାବଳିରେ ଚତୁର୍ଦ୍ଦିଗ ଆଲୋକିତ କରି ବିପଦଜନକ ବାଣରୁ ନିଜକୁ ଦୂରେଇ ରଖିବାକୁ ପରାମର୍ଶ ଦେଇଛନ୍ତି।</strong>

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe