Advertisment

'ତମେ ମୋ ସହ କଣ ସମାଧାନ କରିବାକୁ ଚାହୁଁଛ ?'

'ମୁଁ 'ରାମ' ଫିଲ୍ମକୁ ବିରୋଧ କରିନାହିଁ, ସେ ଟୁଟୁ ନାୟକ ମୋତେ ବ୍ୟାନ୍ କରିବା ଦ୍ବାରା ମୋ ଫିଲ୍ମ 'ମାଇଣ୍ଡ ଗେମ' ଓଡ଼ିଶାର ସବୁ ହଲରୁ ଉଠିଗଲା'

Advertisment

ଗତକାଲି ଅଭିନେତା ଅରିନ୍ଦମ ରାୟଙ୍କ ପ୍ରେସ୍‌ମିଟକୁ ନେଇ ପ୍ରତିକ୍ରିୟା ରଖିଲେ ମନୋଜ ମିଶ୍ର । କହିଲେ, 'ତମେ ମୋ ସହ କଣ ସମାଧାନ କରିବାକୁ ଚାହୁଁଛ ? ମୁଁ 'ରାମ' ଫିଲ୍ମକୁ ବିରୋଧ କରିନାହିଁ, ସେ ଟୁଟୁ ନାୟକ ମୋତେ ବ୍ୟାନ୍ କରିବା ଦ୍ବାରା ମୋ ଫିଲ୍ମ 'ମାଇଣ୍ତ ଗେମ' ଓଡ଼ିଶାର ସବୁ ହଲରୁ ଉଠିଗଲା, ମୋ ଫିଲ୍ମ ସବୁ ସିନେମା ହଲରେ ନ ଚାଲିବା ଦ୍ବାରା ମୋର କେତେ କ୍ଷତି ହେଇଛି ଜାଣିଛ ? ଟୁଟୁ ନାୟକ ଓଡ଼ିଶାର ସମସ୍ତଙ୍କ ସାମ୍ନାରେ କୁହନ୍ତୁ ଯେ କଣ ପାଇଁ ମୋତେ ବ୍ୟାନ୍ କଲେ।' କିଛି ଏଭଳି କହି ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି ମନୋଜ ମିଶ୍ର । ତେବେ ଗତକାଲି ଅଭିନେତା ଅରିନ୍ଦମ ରାୟ ବିବାଦର ସମାଧାନ ପାଇଁ ମନୋଜ ମିଶ୍ରଙ୍କୁ ଅନୁରୋଧ କରିଥିଲେ। 

Advertisment
Manoj Mishra Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe