ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପରଦାକୁ ଆସିଛି ଓଲିଉଡ୍ ଫିଲ୍ମ ମିଷ୍ଟର ମଜ୍ନୁ। ଏଥିରେ ମୁଖ୍ୟ ଭୂମିକାରେ ବାବୁସାନ୍ଙ୍କ ସହ ୩ଜଣ ଅଭିନେତ୍ରୀ ଲିଡ୍ରେ ରହିଛନ୍ତି। ସୂର୍ଯ୍ୟମୟୀ, ଶୀତଲ ଏବଂ ଦିବ୍ୟାଙ୍କ ସହ ଏହି ଫିଲ୍ମରେ ରୋମାନ୍ସ କରିଛନ୍ତି ମଜ୍ନୁ ବାବୁସାନ୍। ଫିଲ୍ମରେ ହାଇଡ୍ରାମା ଥିବା ବେଳେ କମେଡି ତଡକା ଲଗାଇଛନ୍ତି ମିହିର ଦାସ। ଏଥିରେ ଖଳନାୟକ ଭୂମିକାରେ ଅଛନ୍ତି ରାଇମୋହନ ପରିଡ଼ା। ଅଶୋକ ପତିଙ୍କ ନିର୍ଦ୍ଦେଶିତ ଏ ଫିଲ୍ମର ସଙ୍ଗୀତ ସଜାଇଛନ୍ତି ମେଲୋଡ଼ି କିଙ୍ଗ୍ ଅଭିଜିତ୍ ମଜୁମଦାର।
ରିଲିଜ୍ ପୂର୍ବରୁ ଫିଲ୍ମର ଗୀତଗୁଡ଼ିକ ଶ୍ରୋତାଙ୍କ ମନକୁ ବେଶ୍ ଛୁଇଁଥିଲା। ପ୍ରସିଦ୍ଧ ’ରଙ୍ଗବତୀ ଗୀତ’କୁ ଏ ଫିଲ୍ମରେ ନୂଆ ଷ୍ଟାଇଲ୍ରେ ପରଷା ଯାଇଛି। ସେହିଭଳି ‘ଉଠିଗଲା ଧାରା ୩୭୦’ ଭଳି ଡ୍ୟାନ୍ସ ନମ୍ବରକୁ ମଧ୍ୟ ସିନେ ପ୍ରେମୀ ବେଶ୍ ପସନ୍ଦ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Bollywood
ଭାରତର ଧନୀ ଅଭିନେତ୍ରୀ କିଏ? ମିସ ଇଣ୍ଡିଆ ଜିତିବା ପରେ ବଲିଉଡରେ କରିଥିଲେ ଏଣ୍ଟ୍ରୀ
ଆପଣ ଭାବୁଥିବେ ସେ ନିଶ୍ଚିତ ଦୀପିକା ପାଦୁକୋନ, କରିନା କପୁର କିମ୍ବା ଆଲିଆ ଭଟ୍ଟ ହୋଇଥିବେ। କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ଭୁଲ।

Entertainment
ଉତ୍ତମ ମହାନ୍ତି: ଉତ୍ତମ ଅଭିନେତା, ଉତ୍ତମ ମଣିଷ
ଉତ୍ତମ ମହାନ୍ତିଙ୍କ ଅବର୍ତ୍ତମାନରେ ସମସ୍ତେ ତାଙ୍କୁ ଝୁରି ହେଉଛନ୍ତି।

Bollywood
ପତ୍ନୀ ସୁନୀତାଙ୍କ ଠାରୁ ଅଲଗା ହେବେ ସୁପରଷ୍ଟାର ଗୋବିନ୍ଦା!
ବେଶ କିଛି ମାସ ହେଲାଣି ଗୋବିନ୍ଦା ଓ ସୁନୀତା ଅଲଗା ରହୁଛନ୍ତି। ସେମାନଙ୍କ ମଧ୍ୟରେ ଆଗ ଭଳି ଆଉ କୌଣସି ସମ୍ପର୍କ ନାହିଁ।

National
କଳ୍ପନାକୁ ବାସ୍ତବ ରୂପ ଦିଅନ୍ତୁ
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଏଭିଟିଆର ମେଟା ଲ୍ୟାବ୍ସ ଦ୍ୱାରା ଆୟୋଜିତ ଏଆଇ ଅବତାର କ୍ରିଏଟର ଚ୍ୟାଲେଞ୍ଜ, ଉଦ୍ଭାବନକାରୀମାନଙ୍କୁ ଏଆଇ ଅବତାରର ଅସୀମ ସମ୍ଭାବନା ଅନୁସନ୍ଧାନ କରିବାକୁ ଆମନ୍ତ୍ରଣ କରୁଛି। ବର୍ତ୍ତମାନ ସୁଦ୍ଧା ୧୦୨ ଜଣ ଅନ୍ତର୍ଜାତୀୟ ପ୍ରତିଯୋଗୀଙ୍କୁ ମିଶାଇ ମୋଟ ୧୨୫୧ ଜଣ ପ୍ରତିଯୋଗୀ ପଞ୍ଜୀକରଣ କରିଛନ୍ତି।

Guest Column
ନାରୀ ଫିଲ୍ମ ଲାଗି ‘ମସଲା’ ନୁହେଁ, ସେ ସ୍ୱାଭିମାନୀ ଓ ସମ୍ମାନୀ ମଣିଷ
ଫିଲ୍ମ ‘ଲାଲପାନ ବିବିର ସ୍ମାର୍ଟ ଫ୍ୟାମିଲି’ ଟିଭିରେ ଦେଖୁଥିଲି। ଏହାର କଥାବସ୍ତୁ ଅମିତାଭ ବଚନ-ହେମା ମାଳିନୀଙ୍କ ଅଭିନୀତ ‘ବାଗୱାନ’ ଓ ରାଜେଶ ଖାନ୍ନା-ଶାବନା ଆଜମିଙ୍କ ‘ଅବତାର’ ସହିତ ସମାନ ହୋଇଥିଲେ ମଧ୍ୟ ବେଶ ଉନ୍ନତ। ମହିଳାଙ୍କ ନିଷ୍ପତ୍ତିକୁ ଏହି ଫିଲ୍ମରେ ଯେତେ ଗୁରୁତ୍ଵ ଦିଆଯାଇଛି ସେଭଳି ଗୁରୁତ୍ଵ ‘ଅବତାର’ ଓ ‘ବାଗୱାନ’ରେ ନାହିଁ।