ରିଲିଜ୍‌ ହେଲା ‘ପ୍ରେମ ତୋର ନଟି ନଟି’

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ରିଲିଜ୍ ହୋଇଛି ଓଲିଉଡ୍‌ ଫିଲ୍ମ ‘ପ୍ରେମ ତୋର ନଟି ନଟି’ । ବାଲେଶ୍ୱର ମୁଭିଏକ୍ସ ସିନେମା ହଲ୍‌ରେ ଫିଲ୍ମର ପ୍ରିମିୟର୍ ହୋଇଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନବାଗତ  ଦେବବ୍ରତ ପ୍ରଧାନ ଅଭିନୟ କରିଥିବା ବେଳେ ତାଙ୍କ ନାୟିକ ସାଜିଛନ୍ତି ତମନ୍ନା। ଫିଲ୍ମରେ ରୋମାନ୍ସ ଏବଂ କମିଡିର ଜବରଦସ୍ତ ତଡକା ରହିଛି।

ରିଲିଜ୍‌ ପୂର୍ବରୁ ଫିଲ୍ମର କିଛି ଗୀତ, ଯେମିତିକି ‘ଆରେ ଅଜ୍‌ନବୀ’, ଓ ‘ରେଡ୍‌ ଚୁନରୀ ୱାଲି’କୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ରଶ୍ମିତା ସ୍ୱାଇଁଙ୍କ ପ୍ରଯୋଜନାରେ ଏହି ଫିଲ୍ମ ହୋଇଛି। ଫିଲ୍ମର ପ୍ରିମିୟରରେ ବାଲେଶ୍ୱର ଉପଜିଲ୍ଲାପାଳ ସମେତ ଅନ୍ୟ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ।

 

ଆହୁରି ପଢ଼ନ୍ତୁ

ହସ୍ପିଟାଲରେ ବିଗ୍ ବି

ସଲମାନ ଖାନଙ୍କ ପୂର୍ବତନ ମ୍ୟାନେଜରକୁ ଜେରା

ପିରୁ ହ୍ରଦ ନିକଟରୁ ନିଖୋଜ ହେଲେ ଅଭିନେତ୍ରୀ

ଅଭିନେତ୍ରୀ କୋଏଲ୍ ଓ ପୂରା ପରିବାକୁ କୋରୋନା

ସୁଶାନ୍ତ ସିଂ ରାଜପୁତଙ୍କ ନାଁରେ ନାମକରଣ ହେଲା ଛକ ଓ ରାସ୍ତାର ନାଁ

ପ୍ରଭାସଙ୍କ ଫିଲ୍ମ ପୋଷ୍ଟର୍ ଶେଆର୍ କରି ସଚେତନ କରାଇଲା ପୁଲିସ୍

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ ପାଇଁ ଓକିଲ ନିଯୁକ୍ତ କଲେ ସୁବ୍ରମଣ୍ୟମ ସ୍ୱାମୀ

‘ହମ୍ କଲାକାର ହୈ’ ଜରିଆରେ ସବୁ କଳାକାରଙ୍କୁ ଅନୁପମଙ୍କ ସଲାମ୍

‘ସୁଶାନ୍ତ ସିଂହ ରାଜପୁତ ହତ୍ୟା ପଛରେ ଦାଉଦ ଇବ୍ରାହିମ୍ ଗ୍ୟାଙ୍ଗ’

ମୁମ୍ବାଇର ଗୋଟେ ଚଲ୍‌ରେ କଟିଥିଲା ସରୋଜଙ୍କ ପିଲାଦିନ, ଜଣେ ଡାକ୍ତରଙ୍କ ପାଇଁ ମିଳିଥିଲା କାମ

ଐଶ୍‌ଙ୍କ ଫଟୋ ଦେଖି ରାଗି ଯାଇଥିଲା ବଚ୍ଚନ ପରିବାର

କାହା ସହିତ ଶୋଇବା ଶର୍ଟକଟ ନୁହେଁ, ଏକ ଚଏସ : କାଷ୍ଟିଂ କାଉଚକୁ ନେଇ ଏମିତି କହିଲେ ପ୍ରକୃତି ମିଶ୍ର