Advertisment

ରିଲିଜ୍‌ ହେଲା ‘ପ୍ରେମ ତୋର ନଟି ନଟି’

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ରିଲିଜ୍ ହୋଇଛି ଓଲିଉଡ୍‌ ଫିଲ୍ମ ‘ପ୍ରେମ ତୋର ନଟି ନଟି’ । ବାଲେଶ୍ୱର ମୁଭିଏକ୍ସ ସିନେମା ହଲ୍‌ରେ ଫିଲ୍ମର ପ୍ରିମିୟର୍ ହୋଇଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନବାଗତ  ଦେବବ୍ରତ ପ୍ରଧାନ ଅଭିନୟ କରିଥିବା ବେଳେ ତାଙ୍କ ନାୟିକ ସାଜିଛନ୍ତି ତମନ୍ନା। ଫିଲ୍ମରେ ରୋମାନ୍ସ ଏବଂ କମିଡିର ଜବରଦସ୍ତ ତଡକା ରହିଛି। ରିଲିଜ୍‌ ପୂର୍ବରୁ ଫିଲ୍ମର କିଛି ଗୀତ, ଯେମିତିକି ‘ଆରେ ଅଜ୍‌ନବୀ’, ଓ ‘ରେଡ୍‌ ଚୁନରୀ ୱାଲି’କୁ ଦର୍ଶକେ ବେଶ୍‌ ପସନ୍ଦ […]

ଅଦ୍ୟତନ ହୋଇଛି
ରିଲିଜ୍‌ ହେଲା ‘ପ୍ରେମ ତୋର ନଟି ନଟି’

prema

Advertisment

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ରିଲିଜ୍ ହୋଇଛି ଓଲିଉଡ୍‌ ଫିଲ୍ମ ‘ପ୍ରେମ ତୋର ନଟି ନଟି’ । ବାଲେଶ୍ୱର ମୁଭିଏକ୍ସ ସିନେମା ହଲ୍‌ରେ ଫିଲ୍ମର ପ୍ରିମିୟର୍ ହୋଇଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନବାଗତ  ଦେବବ୍ରତ ପ୍ରଧାନ ଅଭିନୟ କରିଥିବା ବେଳେ ତାଙ୍କ ନାୟିକ ସାଜିଛନ୍ତି ତମନ୍ନା। ଫିଲ୍ମରେ ରୋମାନ୍ସ ଏବଂ କମିଡିର ଜବରଦସ୍ତ ତଡକା ରହିଛି।

Advertisment

ରିଲିଜ୍‌ ପୂର୍ବରୁ ଫିଲ୍ମର କିଛି ଗୀତ, ଯେମିତିକି ‘ଆରେ ଅଜ୍‌ନବୀ’, ଓ ‘ରେଡ୍‌ ଚୁନରୀ ୱାଲି’କୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ରଶ୍ମିତା ସ୍ୱାଇଁଙ୍କ ପ୍ରଯୋଜନାରେ ଏହି ଫିଲ୍ମ ହୋଇଛି। ଫିଲ୍ମର ପ୍ରିମିୟରରେ ବାଲେଶ୍ୱର ଉପଜିଲ୍ଲାପାଳ ସମେତ ଅନ୍ୟ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe