ନଳକୂପ ବଞ୍ଚେଇ ଥିଲା ଅଭିଜିତ୍‌ଙ୍କ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମସ୍ତଙ୍କୁ ସହଜରେ ସଫଳତା ମିଳେ ନାହିଁ। ସେଥିପାଇଁ କଠିନ ପରିଶ୍ରମ ଓ ସଂଘର୍ଷ କରିବାକୁ ପଡ଼େ। ବିଭିନ୍ନ କ୍ଷେତ୍ରରେ ଏହା ଦେଖାଯାଏ। ଫିଲ୍ମ କ୍ଷେତ୍ରରେ ମଧ୍ୟ ଏହାର ଅନେକ ନଜିର ରହିଛି। ସେ ବଲିଉଡ୍‌ ହେଉ କି ଓଲିଉଡ୍‌ ଅନେକ ସଫଳ କଳାକାର, ଲେଖକ, ନିର୍ଦ୍ଦେଶକ, ଗାୟକ, ଗାୟିକା ଓ ସଙ୍ଗୀତ ନିର୍ଦ୍ଦେଶକ ଏଭଳି ସ୍ଥିତି ଦେଇ ଗତି କରିଛନ୍ତି। ଆଉ ସେମାନଙ୍କ ମଧ୍ୟରେ ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ […]

abhi

abhi

Biswobandita Swain
  • Published: Monday, 10 February 2020
  • Updated: 10 February 2020, 11:28 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମସ୍ତଙ୍କୁ ସହଜରେ ସଫଳତା ମିଳେ ନାହିଁ। ସେଥିପାଇଁ କଠିନ ପରିଶ୍ରମ ଓ ସଂଘର୍ଷ କରିବାକୁ ପଡ଼େ। ବିଭିନ୍ନ କ୍ଷେତ୍ରରେ ଏହା ଦେଖାଯାଏ। ଫିଲ୍ମ କ୍ଷେତ୍ରରେ ମଧ୍ୟ ଏହାର ଅନେକ ନଜିର ରହିଛି। ସେ ବଲିଉଡ୍‌ ହେଉ କି ଓଲିଉଡ୍‌ ଅନେକ ସଫଳ କଳାକାର, ଲେଖକ, ନିର୍ଦ୍ଦେଶକ, ଗାୟକ, ଗାୟିକା ଓ ସଙ୍ଗୀତ ନିର୍ଦ୍ଦେଶକ ଏଭଳି ସ୍ଥିତି ଦେଇ ଗତି କରିଛନ୍ତି। ଆଉ ସେମାନଙ୍କ ମଧ୍ୟରେ ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମ୍‌ଦାରଙ୍କ ନାଁ ବି ରହିଛି। ଦିନ ଥିଲା ସେ କାମ ପାଇଁ ଅନ୍ୟ ସଙ୍ଗୀତ ନିର୍ଦ୍ଦେଶକଙ୍କ ପାଖରେ ନେହୁରା ହେଉଥିଲେ। ଥରେ ତାଙ୍କୁ ତାଙ୍କ ଦକ୍ଷତା ଦେଖାଇବାର ସୁଯୋଗ ଦେବାକୁ ବିନତି କରୁଥିଲେ। କିନ୍ତୁ କେହି ତାଙ୍କ କଥା ଶୁଣୁ ନଥିଲେ।

ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ 'ଟ୍ରାଭେଲ୍‌ ୱିଥ୍‌ ଏ ଷ୍ଟାର'ରେ ସଂଘର୍ଷର ଦିନଗୁଡ଼ିକୁ ମନେ ପକାଇ ଅଭିଜିତ୍‌ କହିଛନ୍ତି ଯେ ଥରେ ତାଙ୍କୁ ଜଣେ ସଙ୍ଗୀତ ନିର୍ଦ୍ଦେଶକ ଡାକିଥିଲେ। ସେତେବେଳେ ତାଙ୍କ ପାଖରେ କିଛି କାମ ନଥିଲା। ତେଣୁ ସେ ଉକ୍ତ ସଙ୍ଗୀତ ନିର୍ଦ୍ଦେଶକଙ୍କୁ ଯାଇ ଭେଟିବାକୁ ସ୍ଥିର କଲେ। ସେତେବେଳେ ଅଂଶୁଘାତରେ ଲୋକଙ୍କ ପ୍ରାଣ ଚାଲିଯାଉଥିଲା। ତଥାପି ସେ ଘରୁ ବାହାରିଲେ। ଅପରାହ୍ଣ ପ୍ରାୟ ୨ଟା ବେଳକୁ ଉକ୍ତ ସଙ୍ଗୀତ ନିର୍ଦ୍ଦେଶକ ତାଙ୍କୁ ଦେଖା କରିବାକୁ କହିଥିଲେ। ତେଣୁ ସେ ମୁଣ୍ଡରେ ଓଦା ଗାମୁଛା ପକାଇ ସାଇକେଲ୍ ଚଢ଼ି ତାଙ୍କ ପାଖକୁ ଯାଇଥିଲେ।  ନିର୍ଦ୍ଦେଶକଙ୍କ ଘରେ ପହଞ୍ଚି ସେ କବାଟ ବାଡ଼େଇ ଥିଲେ। ନିର୍ଦ୍ଦେଶକ ମହାଶୟ କବାଟ ଖୋଲିବା ପରେ ତାଙ୍କୁ ନା ନା କଥା ଶୁଣାଇଥିଲେ। ତା’ସହିତ ଖରା ହେଉଥିବାରୁ ପରେ ଆସିବା ପାଇଁ କହିଥିଲେ। ଏହା ଶୁଣିବା ପରେ ତାଙ୍କ ପାଖରେ କହିବା ପାଇଁ ଆଉ କିଛି ନଥିଲା। ସେ କେବଳ ଭାବୁଥିଲେ ପ୍ରଚଣ୍ଡ ଖରାରେ ଘରକୁ କେମିତି ଫେରିବେ।

ଅଭିଜିତ୍ କହିଛନ୍ତି ଯେ ସେହି ସଙ୍ଗୀତ ନିର୍ଦ୍ଦେଶକଙ୍କ ଘର ପାଖରେ ଥିବା ଏକ ନଳକୂପକୁ ଯାଇ ସେ ପ୍ରଥମେ ପାଣି ପିଇଥିଲେ ଓ ଗାମୁଛାକୁ ପୁଣି ଥରେ ଓଦା କରି ମୁଣ୍ଡରେ ପକାଇଥିଲେ। ଦିନ ୨ଟାରୁ ୫ଟା ପର୍ଯ୍ୟନ୍ତ ସେ ସେଠି ଅପେକ୍ଷା କରି ରହିଥିଲେ। ଖରା ପୂରା କମିଯିବା ପରେ ସେ ପୁଣି ଥରେ ସଙ୍ଗୀତ ନିର୍ଦ୍ଦେଶକଙ୍କ ଘରର କବାଟ ବାଡ଼େଇଥିଲେ। ଏଥର ନିର୍ଦ୍ଦେଶକ ତାଙ୍କୁ ଭେଟିଥିଲେ ଓ ଏକ ଭଜନ କ୍ୟାସେଟ୍‌ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story