Advertisment

ବିବାହ ବନ୍ଧନରେ ଓଲିଉଡ୍ ଗାୟିକା ତପୁ ମିଶ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣାଶୁଣା ଓଲିଉଡ୍‌ କଣ୍ଠଶିଳ୍ପୀ ତପୁ ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବୁଧବାର ଅଭିନେତା ଦୀପକ ପୂଜାହାରୀଙ୍କ ସହ ତପୁଙ୍କ ବିବାହ ସମ୍ପୂର୍ଣ୍ଣ ବୈଦିକ ରୀତିରେ ସମ୍ପନ୍ନ ହୋଇଛି। ଭୁବନେଶ୍ୱରର ଏକ ହୋଟେଲ୍‌ରେ ଏହି ବାହାଘର ହୋଇଥିଲା। ତପୁଙ୍କ ପତିଦେବ ଦୀପକ ବହୁ ବିଜ୍ଞାପନ, ଟେଲି ଧାରାବାହିକ ଏବଂ ସମ୍ବଲପୁରୀ ଭିଡିଓରେ ଅଭିନୟ କରିଛନ୍ତି। ଓଡ଼ିଆ ଫିଲ୍ମ ‘ଆସିଲୁ ତୁ ଯେବେ ଜୀବନେ’ରେ ମଧ୍ୟ ସେ ଅଭିନୟ କରିଛନ୍ତି। ତପୁଙ୍କ ବିବାହ ଉତ୍ସବରେ ଓଲିଉଡ୍‌ର ଅନେକ କଳାକର […]

ଅଦ୍ୟତନ ହୋଇଛି
ବିବାହ ବନ୍ଧନରେ ଓଲିଉଡ୍ ଗାୟିକା ତପୁ ମିଶ୍ର

tapu-m

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣାଶୁଣା ଓଲିଉଡ୍‌ କଣ୍ଠଶିଳ୍ପୀ ତପୁ ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବୁଧବାର ଅଭିନେତା ଦୀପକ ପୂଜାହାରୀଙ୍କ ସହ ତପୁଙ୍କ ବିବାହ ସମ୍ପୂର୍ଣ୍ଣ ବୈଦିକ ରୀତିରେ ସମ୍ପନ୍ନ ହୋଇଛି। ଭୁବନେଶ୍ୱରର ଏକ ହୋଟେଲ୍‌ରେ ଏହି ବାହାଘର ହୋଇଥିଲା।

Advertisment

publive-imageତପୁଙ୍କ ପତିଦେବ ଦୀପକ ବହୁ ବିଜ୍ଞାପନ, ଟେଲି ଧାରାବାହିକ ଏବଂ ସମ୍ବଲପୁରୀ ଭିଡିଓରେ ଅଭିନୟ କରିଛନ୍ତି। ଓଡ଼ିଆ ଫିଲ୍ମ ‘ଆସିଲୁ ତୁ ଯେବେ ଜୀବନେ’ରେ ମଧ୍ୟ ସେ ଅଭିନୟ କରିଛନ୍ତି।

publive-imageତପୁଙ୍କ ବିବାହ ଉତ୍ସବରେ ଓଲିଉଡ୍‌ର ଅନେକ କଳାକର ସାମିଲ୍‌ ହୋଇଥିଲେ। ବିବାହ ପାଇଁ ସୋଶାଲ୍‌ ମିଡିଆରେ ତପୁଙ୍କୁ ଏବେ ଶୁଭେଚ୍ଛାର ସୁଅ ଛୁଟିଛି।

Advertisment

publive-image

publive-image

publive-image

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe