ଘନଶ୍ୟାମଙ୍କୁ ଜୟଦେବ ପୁରସ୍କାର, ସରୋଜ ଶ୍ରେଷ୍ଠ ଅଭିନେତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ମସିହା ଲାଗି ୩୧ତମ ରାଜ୍ୟ ଚଳଚ୍ଚିତ୍ର ଓ ଅଷ୍ଟମ ଟେଲି ପୁରସ୍କାର ଘୋଷଣା କରାଯାଇଛି। ଜଣାଶୁଣା ପ୍ରଯୋଜକ ତଥା ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାର ପ୍ରଦାନ କରାଯିବ। ଏହା ହେଉଛି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ଶ୍ରେଷ୍ଠ ପୁରସ୍କାର। ସେହିପରି ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ନୀଳମାଧବ ପଣ୍ଡା ପାଇବେ ମୋହନ ସୁନ୍ଦର ଗୋସ୍ୱାମୀ ପୁରସ୍କାର। ତାଙ୍କ ଫିଲ୍ମ ‘କାଲିର ଅତୀତ’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଥିବା […]

ghanashyam-mohapatra

ghanashyam-mohapatra

Ranjit Kumar Jena
  • Published: Friday, 05 November 2021
  • Updated: 13 December 2021, 04:53 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ମସିହା ଲାଗି ୩୧ତମ ରାଜ୍ୟ ଚଳଚ୍ଚିତ୍ର ଓ ଅଷ୍ଟମ ଟେଲି ପୁରସ୍କାର ଘୋଷଣା କରାଯାଇଛି। ଜଣାଶୁଣା ପ୍ରଯୋଜକ ତଥା ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାର ପ୍ରଦାନ କରାଯିବ। ଏହା ହେଉଛି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ଶ୍ରେଷ୍ଠ ପୁରସ୍କାର। ସେହିପରି ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ନୀଳମାଧବ ପଣ୍ଡା ପାଇବେ ମୋହନ ସୁନ୍ଦର ଗୋସ୍ୱାମୀ ପୁରସ୍କାର। ତାଙ୍କ ଫିଲ୍ମ ‘କାଲିର ଅତୀତ’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଥିବା ଯୋଗୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।

ନୀଳମାଧବ ପଣ୍ଡାଙ୍କୁ 'କାଲିର ଅତୀତ' ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମଧ୍ୟ ପୁରସ୍କୃତ କରାଯିବ। ସେହିପରି ଚଳଚ୍ଚିତ୍ର ‘ଖୁସି’ରେ ପାଇଁ ସରୋଜ ପରିଡ଼ା ଶ୍ରେଷ୍ଠ ଅଭିନେତା ଏବଂ କାବ୍ୟା କିରଣ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ଶ୍ରେଷ୍ଠ କାହାଣୀ ପାଇଁ ସ୍ୱର୍ଗତ କପିଳେଶ୍ୱର ପ୍ରସାଦ ମହାପାତ୍ର (ଫିଲ୍ମ- ଶଳାବୁଢ଼ାର ବଦଲା) ପୁରସ୍କୃତ ହେବେ। ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ବୈଦ୍ୟନାଥ ଦାସ ବାଳକୃଷ୍ଣ ସମ୍ମାନ ପାଇବେ। ‘ନାୟକର ନାଁ ଦେବଦାସ’ ଫିଲ୍ମ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଭାବେ ସ୍ୱୟମ୍ ପାଢ଼ୀ (ଗୀତ- ଭିଜା ଭିଜା ପ୍ରେମ ଛିଟା, ଫିଲ୍ମ- ଦେଖା ହେଲା, ପ୍ରେମ ହେଲା), ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ଦୀପ୍ତିରେଖା ପାଢ଼ୀ (ଗୀତ- ଏ କେଉଁ ଋତୁ ଏ କେଉଁ ରାସ୍ତା, ‍ଫିଲ୍ମ- ଫ୍ରମ୍ ମି ଟୁ ଇଉ), ଶ୍ରେଷ୍ଠ ଚିତ୍ରଗ୍ରହଣ ଭାବେ ରବୀନ୍ଦ୍ର ବେହେରା ( ଫିଲ୍ମ- ବାବୁ ଭାଇଜାନ୍‌) ଓ ଶ୍ରେଷ୍ଠ ସମ୍ପାଦନା ଭାବେ ରାଜେଶ ଦାସ (ଫିଲ୍ମ- ଖୁସି) ମନୋନୀତ ହୋଇଛନ୍ତି।

ଅରୁଣ ମନ୍ତ୍ରୀ ଶ୍ରେଷ୍ଠ ଗୀତିକାର (ଗୀତ- ଭିଜେଇ ଦେଇ ଯା ଥରେ.. ଫିଲ୍ମ- ବାପା ତୁମେ ଭାରି ଦୁଷ୍ଟ) ଓ ସନ୍ତୋଷ ନାରାୟଣ ଦାଶ ଶ୍ରେଷ୍ଠ ଚିତ୍ରନାଟ୍ୟ (ଫିଲ୍ମ- ବାବୁ ଭାଇଭାନ) ଭାବେ ପୁରସ୍କାର ପାଇବେ।

ଫିଲ୍ମ ‘ବାବୁ ଭାଇଜାନ୍’ ପାଇଁ ବବି ମିଶ୍ରଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା, ‘ବାପା ତୁମେ ଭାରି ଦୁଷ୍ଟ’ ପାଇଁ ଅଞ୍ଜନା ଦାଶଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଓ ‘ଖୁସି’ ପାଇଁ ଐଶ୍ୱର୍ଯ୍ୟା ମିଶ୍ରଙ୍କୁ ଶ୍ରେଷ୍ଠ ଶିଶୁ କଳାକାର ଭାବେ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ।

ଶ୍ରେଷ୍ଠ କଳା ନିର୍ଦ୍ଦେଶକ ଭାବେ କଳିଙ୍ଗ କେଶରୀ ନାୟକ (ଫିଲ୍ମ- କାଲିର ଅତୀତ), ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ ଭାବେ ଚନ୍ଦ୍ରଶେଖର ଶର୍ମା (ଫିଲ୍ମ- ଶଲାବୁଢ଼ାର ବଦ୍‌ଲା) ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ଫିଲ୍ମ ‘କୋଟିଏରେ ଗୋଟିଏ ମନ’ ଫିଲ୍ମ ପାଇଁ ଅଭିନେତା ରୋହିତ୍ ରାଜ ସ୍ୱତନ୍ତ୍ର ଜୁରୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଶିଶୁ ଚଳଚ୍ଚିତ୍ର ‘ବାଜି’ ପାଇଁ ସୁବ୍ରତ କୁମାର ରଥ ଓ ‘ଫ୍ରମ୍ ସଞ୍ଜୁ’ ପାଇଁ ଅଭିଷେକ କୁମାର ଦାସଙ୍କୁ ପୁରସ୍କୃତ କରାଯିବ।

ସେହିପରି ଅଷ୍ଟମ ରାଜ୍ୟ ଟେଲି ପୁରସ୍କାର ପାଇଁ ମଧ୍ୟ ତାଲିକା ଘୋଷଣା କରାଯାଇଛି। ‘କାଳିଆ କରୁଛି ଲୀଳା’କୁ ମିଳିବ ଶ୍ରେଷ୍ଠ ଟେଲି ଫିଲ୍ମ ପୁରସ୍କାର। ସେହିପରି ଶ୍ରେଷ୍ଠ ଟେଲି ସିରିଏଲ୍ ଭାବେ ସରଗମ୍, ଶ୍ରେଷ୍ଠ ଟେଲି ଅଭିନେତା ଭାବେ ଦେବାଶିଷ ପାତ୍ର ଓ ଅଭିନେତ୍ରୀ ଭାବୋ ଲିପ୍ପା ମିଶ୍ର ମନୋନୀତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story