ରାଖୀ ପୂର୍ଣ୍ଣିମା ପାଳିଲେ ଓଲିଉଡ୍‌ କଳାକାର, ଦେଖନ୍ତୁ କିଛି ଫଟୋ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ରାଖୀ ପୂର୍ଣ୍ଣିମା। ଭାଇଭଉଣୀ ସମ୍ପର୍କର ଏକ ନିଆରା ପର୍ବ। ଅନ୍ୟମାନଙ୍କ ପରି ଓଲିଉଡ୍ କଳାକାରମାନେ ମଧ୍ୟ ରାଖୀ ପୂର୍ଣ୍ଣିମା ପାଳିଛନ୍ତି। ଦେଖନ୍ତୁ ଏହାକୁ ନେଇ କିଛି ଫଟୋ।