/odisha-reporter/media/post_attachments/uploads/2020/09/sisira-mohan-pati.jpg)
sisira mohan pati
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶିଶିର ମୋହନ ପତିଙ୍କ ପରଲୋକ ଘଟିଛି । ଶନିବାର ୬୫ ବର୍ଷ ବୟସରେ କଟକ ସ୍ଥିତ ବାସଭବନରେ ସେ ଇହଲୀଳା ତ୍ୟାଗ କରିଛନ୍ତି ।
୧୯୫୪ ଅଗଷ୍ଟ ୧ରେ ଜନ୍ମିତ ଶିଶିରଙ୍କୁ ବୁଟୁ ଭାଇ ନାମରେ ପରିଚିତ । ଓଡ଼ିଆ ଚଳଚ୍ଚିତ୍ର ଜଗତ ପ୍ରତି ତାଙ୍କର ଅନେକ ଅବଦାନ ରହିଛି । ପଞ୍ଚୁପାଣ୍ଡବ, ମା ପରି କିଏ ହେବ, ଏଇଠି ସ୍ୱର୍ଗ ଏଇଠି ନର୍କ ଆଦି ବହୁ ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବୁଟୁ ଭାଇ। ତାଙ୍କ ବିୟୋଗରେ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
