Advertisment

ଶିଶିର ଚାଲିଗଲେ ଆରପାରିକୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶିଶିର ମୋହନ ପତିଙ୍କ ପରଲୋକ ଘଟିଛି । ଶନିବାର ୬୫ ବର୍ଷ ବୟସରେ କଟକ ସ୍ଥିତ ବାସଭବନରେ ସେ ଇହଲୀଳା ତ୍ୟାଗ କରିଛନ୍ତି । ୧୯୫୪ ଅଗଷ୍ଟ ୧ରେ ଜନ୍ମିତ ଶିଶିରଙ୍କୁ ବୁଟୁ ଭାଇ ନାମରେ ପରିଚିତ । ଓଡ଼ିଆ ଚଳଚ୍ଚିତ୍ର ଜଗତ ପ୍ରତି ତାଙ୍କର ଅନେକ ଅବଦାନ ରହିଛି । ପଞ୍ଚୁପାଣ୍ଡବ, ମା ପରି କିଏ ହେବ, ଏଇଠି ସ୍ୱର୍ଗ ଏଇଠି ନର୍କ ଆଦି ବହୁ ଓଡ଼ିଆ […]

ଅଦ୍ୟତନ ହୋଇଛି
ଶିଶିର ଚାଲିଗଲେ ଆରପାରିକୁ

sisira mohan pati

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶିଶିର ମୋହନ ପତିଙ୍କ ପରଲୋକ ଘଟିଛି । ଶନିବାର ୬୫ ବର୍ଷ ବୟସରେ କଟକ ସ୍ଥିତ ବାସଭବନରେ ସେ ଇହଲୀଳା ତ୍ୟାଗ କରିଛନ୍ତି ।

୧୯୫୪ ଅଗଷ୍ଟ ୧ରେ ଜନ୍ମିତ ଶିଶିରଙ୍କୁ ବୁଟୁ ଭାଇ ନାମରେ ପରିଚିତ । ଓଡ଼ିଆ ଚଳଚ୍ଚିତ୍ର ଜଗତ ପ୍ରତି ତାଙ୍କର ଅନେକ ଅବଦାନ ରହିଛି । ପଞ୍ଚୁପାଣ୍ଡବ, ମା ପରି କିଏ ହେବ, ଏଇଠି ସ୍ୱର୍ଗ ଏଇଠି ନର୍କ ଆଦି ବହୁ ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବୁଟୁ ଭାଇ। ତାଙ୍କ ବିୟୋଗରେ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି ।

Advertisment
Ollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe