ଗେରୁଆ ରଙ୍ଗରେ ବିକିନିକୁ ନେଇ ଘନଉଛି ବିବାଦ: ଆପତ୍ତି ଉଠାଇଲା ଭିଏଚପି

ମୁମ୍ବାଇ: ଥମୁନି ଚର୍ଚ୍ଚା। କମୁନି ବିବାଦ। ବଲିଉଡ୍‌ ଷ୍ଟାର ଶାହରୁଖ ଖାନ ଓ ଦୀପିକା ଙ୍କ ଅଭିନୀତ ଫିଲ୍ମ ‘ପଠାନ’କୁ ନେଇ ବିବାଦ ତେଜିବରା ଲାଗିଛି । ନିକଟରେ ରିଲିଜ ହୋଇଥିବା ‘ବେଶରମ୍‌ ରଙ୍ଗ୍‌’ ଗୀତକୁ ନେଇ ବିବାଦ ଜୋର ଧରିଛି । ଦୀପିକା ଗୀତରେ ଗେରୁଆ ରଙ୍ଗ ବିକିନିରେ ନଜର ଆସିଛନ୍ତି । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି । ଗୀତରେ ଦୀପିକାଙ୍କ ଗେରୁଆ ରଙ୍ଗର ବିକିନି ଓ ଗୀତ ‘ବେଶରମ ରଙ୍ଗ’କୁନେଇ ଉଠିଛି […]

Deepika-And-SharukhKhan

Deepika-And-SharukhKhan

Tapas Behera
  • Published: Friday, 16 December 2022
  • Updated: 16 December 2022, 09:06 PM IST

Sports

Latest News

ମୁମ୍ବାଇ: ଥମୁନି ଚର୍ଚ୍ଚା। କମୁନି ବିବାଦ। ବଲିଉଡ୍‌ ଷ୍ଟାର ଶାହରୁଖ ଖାନ ଓ ଦୀପିକା ଙ୍କ ଅଭିନୀତ ଫିଲ୍ମ ‘ପଠାନ’କୁ ନେଇ ବିବାଦ ତେଜିବରା ଲାଗିଛି । ନିକଟରେ ରିଲିଜ ହୋଇଥିବା ‘ବେଶରମ୍‌ ରଙ୍ଗ୍‌’ ଗୀତକୁ ନେଇ ବିବାଦ ଜୋର ଧରିଛି । ଦୀପିକା ଗୀତରେ ଗେରୁଆ ରଙ୍ଗ ବିକିନିରେ ନଜର ଆସିଛନ୍ତି । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି । ଗୀତରେ ଦୀପିକାଙ୍କ ଗେରୁଆ ରଙ୍ଗର ବିକିନି ଓ ଗୀତ ‘ବେଶରମ ରଙ୍ଗ’କୁନେଇ ଉଠିଛି ଆପତ୍ତି।  ପୂର୍ବରୁ କିଛି ବିଜେପି ନେତା ଓ ସାଧୁସନ୍ଥ ଫିଲ୍ମର ଗୀତକୁ ବିରୋଧ କରି ଆସୁଥିବା ବେଳେ ଏବେ ବିଶ୍ୱ ହିନ୍ଦୁ ପରିଷଦ ଆପତ୍ତି ଉଠାଇଛି। ପରିଷଦର ଯୁଗ୍ମ ସମ୍ପାଦକ ସୁରେନ୍ଦ୍ର ଜୈନ କହିଛନ୍ତି ଯେ, ଶାହରୁଖ ଖାନ୍ ଜଣେ ଅହଙ୍କାରୀ।

ଯଦି ଶାହରୁଖ କ୍ଷମା ନ ମାଗନ୍ତି ତେବେ ଫିଲ୍ମକୁ ରିଲିଜ କରିବାକୁ ଦିଆଯିବ ନାହିଁ । ଭାରତର ସୋଶାଲ ମିଡିଆ ବାବଦରେ ସେ କୋଲକାତାରେ ଯାହା କହିଛନ୍ତି  ତାହା ଏକ ଛୋଟ ମାନସିକତାକୁ ବୁଝାଉଛି। ଶାହାରୁଖ କ୍ଷମା ମାଗିବା ବଦଳରେ ଅହଙ୍କାର ଦେଖାଇଛନ୍ତି । ଏହି ଗୀତ ମାଧ୍ୟମରେ ଶାହରୁଖ ହିନ୍ଦୁମାନଙ୍କ ଭାବନାକୁ  କୋଠାରଘାତ କରିଛନ୍ତି। ସେହିପରି ପରିଷଦର ମୁଖପାତ୍ର ବିନୋଦ ବଂସଲ କହିଛନ୍ତି, ଗେରୁଆକୁ ଅଶାଳୀନ ଭାବେ ଉପସ୍ଥାପନା କରାଯାଇଛି। ପୂର୍ବରୁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତମ ମିଶ୍ରା ଦୀପିକାଙ୍କ ପୋଷାକକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଗୀତରେ ଦୀପିକାଙ୍କ ଗେରୁଆ ରଙ୍ଗର ବିକିନି ଓ ଗୀତ ‘ବେଶରମ ରଙ୍ଗ’କୁନେଇ ସେ ଆପତ୍ତି ଉଠାଇଛନ୍ତି ।

କେବଳ ଏତିକି ନୁହେଁ, ଯଦି ଫିଲ୍ମର ନିର୍ମାତା ଏବଂ ନିର୍ଦେଶକ ଏଥିରେ ସୁଧାର ନକରନ୍ତି, ତେବେ ରାଜ୍ୟରେ ଫିଲ୍ମର ପ୍ରଦର୍ଶନ ପାଇଁ ଅନୁମତି ଦେବା ଉପରେ ସରକାର ଚିନ୍ତା କରି ପାରନ୍ତି ବୋଲି କହିଛନ୍ତି । ଏହା ସହିତ ମଧ୍ୟପ୍ରଦେଶରେ ଫିଲ୍ମ ବ୍ୟାନ୍‌ ହୋଇପାରେ ବୋଲି କହିଛନ୍ତି । ସେହିପରି ଅଭିନେତା ମୁକେଶ ଖାନ୍ନା ମଧ୍ୟ ‘ପଠାନ’ ସିନେମା ଗୀତ ‘ବେଶରମ ରଙ୍ଗ’କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦୀପିକା ଗେରୁଆ ରଙ୍ଗର ବିକିନି ସହିତ ଅଶ୍ଳୀଳ ନୃତ୍ୟ ଶୈଳୀକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story