ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ ଭିତରେ ହଜି ରହୁଥିବା ଝିଅଟି ଅଚିହ୍ନା ଲୋକ ଦେଖିଲେ ପାଟି ଫିଟାଏନି। ହେଲେ ଜଣାଶୁଣା ଲୋକ ହାବୁଡ଼ରେ ପଡ଼ିଗଲେ କହିବାକୁ ସୁଯୋଗ ଦିଏନି। ତାଙ୍କର ଏପରି ସ୍ୱଭାବକୁ ସମସ୍ତେ ଭିନ୍ନ ଅର୍ଥରେ ନିଅନ୍ତି ଏବଂ ସେ ବହୁତ୍ ଆଟିଟ୍ୟୁଡ୍ ଦେଖାନ୍ତି ବୋଲି କୁହନ୍ତି। ତେବେ ତାଙ୍କର ଏହି ଅନ୍ଦାଜକୁ ଭୁଲ୍ ନ ଭାବିବାକୁ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି ଓଲିଉଡର ଜଣାଶୁଣା ଅଭିନେତ୍ରୀ ଅନୁଭା ।
ନିକଟରେ ତରଙ୍ଗ ମ୍ୟୁଜିକ୍ରେ ପ୍ରସାରିତ ହେଉଥିବା ଟକ୍ ଶୋ ‘ସେଲିବ୍ରେଟି ୧୦୦’ ରେ ଯୋଗଦେଇ ଅନୁଭା ଏପରି ଖୁଲାସା କରିଛନ୍ତି। ସୂଚନାଯୋଗ୍ୟ- ‘ସ୍ୱିଟ୍ ହାର୍ଟ’, ‘ବଜରଙ୍ଗି’, ‘ସାଥି ତୁ ଫେରିଆ’, ‘ରିଭେଞ୍ଜ’ ଓ ‘ମୁଁ ପ୍ରେମି ମୁଁ ପାଗଳ’ ଆଦି ଫିଲ୍ମରେ ଅନୁଭା ନିଜ ଅଭିନୟ ଯାଦୁ ଦେଖାଇ ସାରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଅନନ୍ତ, ଶ୍ରୀନିବାସ ଓ ଜୟୀ ଗ୍ରହଣ କଲେ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’
୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ଦୀପନ୍ୱିତ ଦାସ ମହାପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ଡାଲଚିନି’ ଚଳଚ୍ଚିତ୍ର ପାଇଁ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଛି।
Entertainment
ମିସ୍ ୟୁନିଭର୍ସ ୨୦୨୪; ମୁକୁଟରେ ଲାଗିଛି ହୀରା ସାଙ୍ଗକୁ ୨୩ ପ୍ରକାରର ସୁବର୍ଣ୍ଣ ମୋତି
୭୩ତମ ମିସ୍ ୟୁନିଭର୍ସ କ୍ରାଉନର ଏକ ସ୍ୱତନ୍ତ୍ର ନାଁ ମଧ୍ୟ ଦିଆଯାଇଛି।
Entertainment
ଡେନମାର୍କର ଭିକ୍ଟୋରିଆ ହେଲେ ମିସ୍ ୟୁନିଭର୍ସ ୨୦୨୪
୧୨୫ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ଡେନମାର୍କ ପ୍ରତିଯୋଗୀ ହୋଇଛନ୍ତି ଚଳିତ ବର୍ଷର ମିସ୍ ୟୁନିଭର୍ସ।
Bollywood
ମହଙ୍ଗା ପଡ଼ିଲା ବିବାଦୀୟ ମନ୍ତବ୍ୟ, ବନ୍ଧା ହେଲେ ଅଭିନେତ୍ରୀ
ଶନିବାର ହାଇଦ୍ରାବାଦରୁ ପୁଲିସ ତାଙ୍କୁ ଗିରଫ କରିଛି।
National
ଠକଙ୍କ ହାବୁଡ଼ରେ ପଡ଼ିଗଲେ ଅଭିନେତ୍ରୀ ଦିଶା ପଟାନୀଙ୍କ ବାପା, ବଡ଼ ସରକାରୀ ପଦପଦବୀର ଆଶା ଦେଖାଇ ନେଇଗଲେ ୨୫ ଲକ୍ଷ
ଅଭିଯୁକ୍ତମାନେ ଜଗଦୀଶ ସିଂହ ପଟାନୀଙ୍କ ବିଶ୍ୱାସ ଜିତିବା ପରେ ତାଙ୍କଠାରୁ ୨୫ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି।