Advertisment

ଲୋକ କହୁଛନ୍ତି, ‘ଆଟିଚ୍ୟୁଡ୍‌ ଦେଖାଉଛି ଝିଅ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ ଭିତରେ ହଜି ରହୁଥିବା ଝିଅଟି ଅଚିହ୍ନା ଲୋକ ଦେଖିଲେ ପାଟି ଫିଟାଏନି। ହେଲେ ଜଣାଶୁଣା ଲୋକ ହାବୁଡ଼ରେ ପଡ଼ିଗଲେ କହିବାକୁ ସୁଯୋଗ ଦିଏନି। ତାଙ୍କର ଏପରି ସ୍ୱଭାବକୁ  ସମସ୍ତେ ଭିନ୍ନ ଅର୍ଥରେ ନିଅନ୍ତି ଏବଂ ସେ ବହୁତ୍‌ ଆଟିଟ୍ୟୁଡ୍‌ ଦେଖାନ୍ତି ବୋଲି କୁହନ୍ତି। ତେବେ ତାଙ୍କର ଏହି ଅନ୍ଦାଜକୁ ଭୁଲ୍‌ ନ ଭାବିବାକୁ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି ଓଲିଉଡର ଜଣାଶୁଣା ଅଭିନେତ୍ରୀ ଅନୁଭା । ନିକଟରେ ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ […]

ଅଦ୍ୟତନ ହୋଇଛି
ଲୋକ କହୁଛନ୍ତି, ‘ଆଟିଚ୍ୟୁଡ୍‌ ଦେଖାଉଛି ଝିଅ’

anubha

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ ଭିତରେ ହଜି ରହୁଥିବା ଝିଅଟି ଅଚିହ୍ନା ଲୋକ ଦେଖିଲେ ପାଟି ଫିଟାଏନି। ହେଲେ ଜଣାଶୁଣା ଲୋକ ହାବୁଡ଼ରେ ପଡ଼ିଗଲେ କହିବାକୁ ସୁଯୋଗ ଦିଏନି। ତାଙ୍କର ଏପରି ସ୍ୱଭାବକୁ  ସମସ୍ତେ ଭିନ୍ନ ଅର୍ଥରେ ନିଅନ୍ତି ଏବଂ ସେ ବହୁତ୍‌ ଆଟିଟ୍ୟୁଡ୍‌ ଦେଖାନ୍ତି ବୋଲି କୁହନ୍ତି। ତେବେ ତାଙ୍କର ଏହି ଅନ୍ଦାଜକୁ ଭୁଲ୍‌ ନ ଭାବିବାକୁ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି ଓଲିଉଡର ଜଣାଶୁଣା ଅଭିନେତ୍ରୀ ଅନୁଭା ।

Advertisment

ନିକଟରେ ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ସେଲିବ୍ରେଟି ୧୦୦’ ରେ ଯୋଗଦେଇ ଅନୁଭା ଏପରି ଖୁଲାସା କରିଛନ୍ତି। ସୂଚନାଯୋଗ୍ୟ- ‘ସ୍ୱିଟ୍‌ ହାର୍ଟ’, ‘ବଜରଙ୍ଗି’, ‘ସାଥି ତୁ ଫେରିଆ’, ‘ରିଭେଞ୍ଜ’ ଓ ‘ମୁଁ ପ୍ରେମି ମୁଁ ପାଗଳ’ ଆଦି ଫିଲ୍ମରେ ଅନୁଭା ନିଜ ଅଭିନୟ ଯାଦୁ ଦେଖାଇ ସାରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe