ନୂଆଦିଲ୍ଲୀ: ରାତି ପାଇଲେ ଭାଲେଣ୍ଟାଇନ୍ ଡେ’। ଏଣୁ ଲଭରବାର୍ଡଙ୍କୁ ନେଇ ବଲିଉଡରେ ଚର୍ଚ୍ଚା। କିଏ କେଉଁଠିକି ଗଲା, କିଏ କେଉଁଠି ରହିଲା ଇତ୍ୟାଦି…..। ଏବେ ଗୋଟିଏ ଫଟୋକୁ ନେଇ ଉଠୁଛି ପଡୁଛି ବଲିଉଡ୍। ସେ ଫଟୋରେ ରହିଛନ୍ତି ବାଜିରାଓ (ରଣବୀର ସିଂହ) ଓ ମସ୍ତାନୀ (ଦୀପିକା ପଦୁକୋଣ)। ଦୁହେଁ ସୁଦୂର ଟରୋଣ୍ଟୋରେ ହାତକୁ ହାତ ଛନ୍ଦି ବୁଲୁଛନ୍ତି, ଖାଉଛନ୍ତି ଓ ମଜାମସ୍ତିରେ ଦିନ କାଟୁଛନ୍ତି। ଶୁଣାଯାଉଛି ଯେ ଏହି ଦୁହେଁ କାଳେ ଡେଟ୍ରେ ଅଛନ୍ତି। ଆଜ୍ଞା ଖବରଟି ସତ। ଦୀପିକା ତାଙ୍କ ପ୍ରଥମ ହଲିଉଡ ଫିଲ୍ମ ‘xXx: The Return of Xander Cage’ର ଫିଲ୍ମ କାର୍ଯ୍ୟ ଚାଲିଛି ଟରୋଣ୍ଟୋରେ। ଏଥିପାଇଁ ଦୀପିକା ବିଜି ଅଛନ୍ତି ଏହି ଫିଲ୍ମରେ। ଆଜି ସେଠାରେ ପହଞ୍ଚିଛନ୍ତି ରଣବୀର ସିଂହ। ତାଙ୍କର ଏକ ଫଟୋକୁ ଫିଲ୍ମର ନିର୍ଦ୍ଦେଶକ ଡିଜେ କାରୁଶୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?
Bollywood
ଭୋଟ ଦେଉଛି ବଲିଉଡ; ସବୁଠୁ ଆଗରେ ଖିଲାଡ଼ି କୁମାର
ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି।
Bollywood
ନିକାର ୨୯ ବର୍ଷ ପରେ ଏଆର ରହମାନଙ୍କ ଠାରୁ ଅଲଗା ହେଲେ ସାଇରା
ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।
Entertainment
'ବନବାସ୍' ରିଲିଜ ପୂର୍ବରୁ ପୁରୀରେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା
ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା। ଆଗାମୀ ଚଳଚ୍ଚିତ୍ର 'ବନବାସ୍'ର ସଫଳତା କାମନା କଲେ।
Entertainment
ଅଭିନେତା ସିଦ୍ଦିକିଙ୍କୁ 'ସୁପ୍ରିମ୍' ଆଶ୍ୱସ୍ତି, ଦୁଷ୍କର୍ମ ମାମଲାରେ ମିଳିଲା ଆଗୁଆ ଜାମିନ
ହେମା କମିଟି ରିପୋର୍ଟ ଆସିବା ପରେ ମାଲୟାଲମ ଇଣ୍ଡଷ୍ଟ୍ରିର ଜଣେ ଅଭିନେତ୍ରୀ ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।