Advertisment

ଟରୋଣ୍ଟୋରେ ଲଭରବାର୍ଡ ରଣବୀର ଓ ଦୀପିକା

ନୂଆଦିଲ୍ଲୀ: ରାତି ପାଇଲେ ଭାଲେଣ୍ଟାଇନ୍ ଡେ’। ଏଣୁ ଲଭରବାର୍ଡଙ୍କୁ ନେଇ ବଲିଉଡରେ ଚର୍ଚ୍ଚା। କିଏ କେଉଁଠିକି ଗଲା, କିଏ କେଉଁଠି ରହିଲା ଇତ୍ୟାଦି…..। ଏବେ ଗୋଟିଏ ଫଟୋକୁ ନେଇ ଉଠୁଛି ପଡୁଛି ବଲିଉଡ୍। ସେ ଫଟୋରେ ରହିଛନ୍ତି ବାଜିରାଓ (ରଣବୀର ସିଂହ) ଓ ମସ୍ତାନୀ (ଦୀପିକା ପଦୁକୋଣ)। ଦୁହେଁ ସୁଦୂର ଟରୋଣ୍ଟୋରେ ହାତକୁ ହାତ ଛନ୍ଦି ବୁଲୁଛନ୍ତି, ଖାଉଛନ୍ତି ଓ ମଜାମସ୍ତିରେ ଦିନ କାଟୁଛନ୍ତି। ଶୁଣାଯାଉଛି ଯେ ଏହି ଦୁହେଁ କାଳେ ଡେଟ୍‌ରେ ଅଛନ୍ତି। ଆଜ୍ଞା ଖବରଟି […]

ଟରୋଣ୍ଟୋରେ ଲଭରବାର୍ଡ ରଣବୀର ଓ ଦୀପିକା

dipika and ranbir shing

Advertisment

ନୂଆଦିଲ୍ଲୀ: ରାତି ପାଇଲେ ଭାଲେଣ୍ଟାଇନ୍ ଡେ’। ଏଣୁ ଲଭରବାର୍ଡଙ୍କୁ ନେଇ ବଲିଉଡରେ ଚର୍ଚ୍ଚା। କିଏ କେଉଁଠିକି ଗଲା, କିଏ କେଉଁଠି ରହିଲା ଇତ୍ୟାଦି…..। ଏବେ ଗୋଟିଏ ଫଟୋକୁ ନେଇ ଉଠୁଛି ପଡୁଛି ବଲିଉଡ୍। ସେ ଫଟୋରେ ରହିଛନ୍ତି ବାଜିରାଓ (ରଣବୀର ସିଂହ) ଓ ମସ୍ତାନୀ (ଦୀପିକା ପଦୁକୋଣ)। ଦୁହେଁ ସୁଦୂର ଟରୋଣ୍ଟୋରେ ହାତକୁ ହାତ ଛନ୍ଦି ବୁଲୁଛନ୍ତି, ଖାଉଛନ୍ତି ଓ ମଜାମସ୍ତିରେ ଦିନ କାଟୁଛନ୍ତି। ଶୁଣାଯାଉଛି ଯେ ଏହି ଦୁହେଁ କାଳେ ଡେଟ୍‌ରେ ଅଛନ୍ତି। ଆଜ୍ଞା ଖବରଟି ସତ। ଦୀପିକା ତାଙ୍କ ପ୍ରଥମ ହଲିଉଡ ଫିଲ୍ମ ‘xXx: The Return of Xander Cage’ର ଫିଲ୍ମ କାର୍ଯ୍ୟ ଚାଲିଛି ଟରୋଣ୍ଟୋରେ। ଏଥିପାଇଁ  ଦୀପିକା ବିଜି ଅଛନ୍ତି ଏହି ଫିଲ୍ମରେ। ଆଜି ସେଠାରେ ପହଞ୍ଚିଛନ୍ତି ରଣବୀର ସିଂହ। ତାଙ୍କର ଏକ ଫଟୋକୁ ଫିଲ୍ମର ନିର୍ଦ୍ଦେଶକ ଡିଜେ କାରୁଶୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe