ପ୍ରେମ୍‌ ଆନନ୍ଦଙ୍କ ସହ କାମ କରିବାକୁ ମନା କରିଦେଇଥିଲେ ଜୁବିନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ବଲିଉଡ୍‌ ଫିଲ୍ମ ‘ଲଭ୍‌ ୟୁ ଟର୍ଣ୍ଣ’ର ଦୁଇଟି ଗୀତ ପାଇଁ ମ୍ୟୁଜିକ୍  ଦେଇଛନ୍ତି। ସେଥିରୁ ଗୋଟେ ଗୀତକୁ ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ମୋହିତ୍‌ ଚୌହାନ୍‌ ଗାଇଥିବା ବେଳେ ଅନ୍ୟଟିକୁ ଜୁବିନ୍‌ ନଉଟିୟାଲ୍‌ ଗାଇଛନ୍ତି। ମୋହିତ୍‌ ଚୌହାନ୍‌  ‘ବାହୋ ମେଁ’ ଗୀତଟିକୁ ଗାଇଥିବା ବେଳେ ‘ଖୁଦା ରାଜି’ ଗୀତକୁ ଗାଇଛନ୍ତି ଜୁବିନ୍‌। ତେବେ ପ୍ରେମ୍ ଆନନ୍ଦଙ୍କ କହିବା ଅନୁଯାୟୀ, ପ୍ରଥମେ ଜୁବିନ୍‌ ଏହି ଗୀତକୁ ଗାଇବା ପାଇଁ […]

pr

pr

Biswobandita Swain
  • Published: Tuesday, 07 January 2020
  • Updated: 07 January 2020, 09:34 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ବଲିଉଡ୍‌ ଫିଲ୍ମ ‘ଲଭ୍‌ ୟୁ ଟର୍ଣ୍ଣ’ର ଦୁଇଟି ଗୀତ ପାଇଁ ମ୍ୟୁଜିକ୍  ଦେଇଛନ୍ତି। ସେଥିରୁ ଗୋଟେ ଗୀତକୁ ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ମୋହିତ୍‌ ଚୌହାନ୍‌ ଗାଇଥିବା ବେଳେ ଅନ୍ୟଟିକୁ ଜୁବିନ୍‌ ନଉଟିୟାଲ୍‌ ଗାଇଛନ୍ତି। ମୋହିତ୍‌ ଚୌହାନ୍‌  ‘ବାହୋ ମେଁ’ ଗୀତଟିକୁ ଗାଇଥିବା ବେଳେ ‘ଖୁଦା ରାଜି’ ଗୀତକୁ ଗାଇଛନ୍ତି ଜୁବିନ୍‌। ତେବେ ପ୍ରେମ୍ ଆନନ୍ଦଙ୍କ କହିବା ଅନୁଯାୟୀ, ପ୍ରଥମେ ଜୁବିନ୍‌ ଏହି ଗୀତକୁ ଗାଇବା ପାଇଁ ସଫାସଫା ମନା କରି ଦେଇଥିଲେ। କିନ୍ତୁ ପରେ ରାଜି ହୋଇଥିଲେ।

‘ଖୁଦା ରାଜି’ ଗୀତ କମ୍ପୋଜ୍‌ କରିବା ସମୟରେ ପ୍ରେମ୍ ଆନନ୍ଦଙ୍କ ମୁଣ୍ଡରେ ଜୁବିନ୍‌ ହିଁ ଥିଲେ। ଏହି ଗୀତ ଜୁବିନ୍ ଗାଆନ୍ତୁ ବୋଲି ସେ ଚାହୁଁଥିଲେ। ଗୀତର ମ୍ୟୁଜିକ୍ ପ୍ରସ୍ତୁତ ହେବା ପରେ ତାଙ୍କ ସହ କଥାବାର୍ତ୍ତା କରାଯାଇଥିଲା। ତେବେ ସେ ଏହି ଗୀତ ଗାଇବାକୁ ସଫାସଫା ମନା କରି ଦେଇଥିଲେ। ସେ କୌଣସି ନୂଆ ସଙ୍ଗୀତ ନିର୍ଦ୍ଦେଶକଙ୍କ ଗୀତ ଗାଉ ନାହାନ୍ତି ବୋଲି କହିଥିଲେ। ତେବେ ପ୍ରେମ୍ ଆନନ୍ଦ ତାଙ୍କୁ ଥରେ କମ୍ପୋଜିସନ୍ ଶୁଣିବାକୁ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧ ରକ୍ଷା କରି ଜୁବିନ୍ କମ୍ପୋଜିସନ୍ ଶୁଣିଥିଲେ ଓ ଏହା ତାଙ୍କୁ ଖୁବ୍ ପସନ୍ଦ ଆସିଥିଲା। ତା’ପରେ ସେ ପ୍ରେମ୍ ଆନନ୍ଦଙ୍କୁ ଫୋନ୍ କରି ଗୀତ ରେକର୍ଡିଂ କରିବେ ବୋଲି କହିଥିଲେ।

କେବଳ ଏତିକି ନୁହେଁ, ଗୀତଟି ଜୁବିନ୍‌ଙ୍କୁ ଏତେ ପସନ୍ଦ ଆସିଥିଲା ଯେ ରେକର୍ଡିଂ ସାରିବା ପରେ ଏହି ଗୀତ ପାଇଁ ତାଙ୍କୁ ଯେତିକି ପାରିଶ୍ରମିକ ମିଳିଥିଲା ସେଥିରୁ ଅଧା ନେବାକୁ କହିଥିଲେ। ଏକଥା ଶୁଣିବା ପରେ ପ୍ରେମ୍ ଆନନ୍ଦ ଖୁସିହେବା ସହ ଗର୍ବ ଅନୁଭବ କରିଥିଲେ। ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ’ 'ରେଡ଼ିଓ ଟାଇମ୍‌ ୱିଥ୍‌ ଅନନ୍ୟା'ର ଏକ ଅଧ୍ୟାୟରେ ଯୋଗଦେଇ ପ୍ରେମ୍‌ ଆନନ୍ଦ ଏକଥା କହିଥିଲେ।

ସୂଚନାଯୋଗ୍ୟ, ୬୦ରୁ ଅଧିକ ଓଡ଼ିଆ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ପ୍ରେମ୍ ଆନନ୍ଦ ଭୋଜପୁରୀ ଓ ବଙ୍ଗାଳି ଫିଲ୍ମରେ ବି କାମ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story