‘ଓସ୍କାର’ ଦୌଡ଼ରେ ତାମିଲ ଫିଲ୍ମ ‘ବିସାରନାଈ’

ମୁମ୍ବାଇ: ଜାତୀୟ ପୁରସ୍କାର ଜିତିଥିବା ତାମିଲ ଫିଲ୍ମ ‘ବିସାରନାଈ’ ୨୦୧୭  ‘ଓସ୍କାର ଆୱାର୍ଡ’ର ଦୌଡ଼ରେ ସାମିଲ ହୋଇଛି। ଫରେନ୍ ଲାଙ୍ଗୁଏଜ୍ ବର୍ଗରେ  ଭାରତ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହି ଫିଲ୍ମ ‘ଓସ୍କାର ଆୱାର୍ଡ’ର ଦୌଡ଼ରେ ସାମିଲ ହୋଇଛି। ଏଥିପାଇଁ ଫିଲ୍ମର ପୂରା ଟିମ୍‌ ଖୁସି ଅଛି। ଏହି ଫିଲ୍ମର ନିର୍ମାତା ଧନୁଷ ଟ୍ୱିଟ୍‌ରେ ନିଜ ଖୁସି ଜାହିର କରିଛନ୍ତି।

‘ବିସାରନାଈ’କୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ତାମିଲର ୯ଟି ଫିଲ୍ମ ‘ଓସ୍କାର ଆୱାର୍ଡ’ ପାଇଁ ମନୋନୀତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ଆତ୍ମହତ୍ୟା କଲେ ‘କ୍ୟୁଁ କିଁ ଶାଶ୍‌ ଭି କଭି ବହୁ ଥି’ର ଅଭିନେତା

ବିଗ୍‌ବସ୍‌ ଫେମ୍‌ ଅସିମ୍‌ ରିଆଜଙ୍କ ଉପରକୁ ଆକ୍ରମଣ

ରିଙ୍କିଙ୍କ ଭାଗ୍ୟ ବଦଳେଇ ଦେଲା ଗୋଟିଏ ଟ୍ୱିଟ୍‌, ଚାନ୍ସ ଦେଲା ତରଙ୍ଗ

ସୁଶାନ୍ତ ମୃତ୍ୟୁ ମାମଲା : ଆଦିତ୍ୟ ଠାକ୍‌ରେଙ୍କୁ ଟାର୍ଗେଟ୍‌ କରି କଙ୍ଗନା ପଚାରିଲେ ୭ଟି ପ୍ରଶ୍ନ

ସେଲେବ୍ରିଟିଙ୍କ ରାକ୍ଷୀ ସେଲେବ୍ରେଶନ୍

ଜାଳୁଥିଲି, ଜଳାଉଥିଲି ଏବେ ଜଳୁଛି….

ମୃତ୍ୟୁ ପୂର୍ବରୁ ସୁଶାନ୍ତ ଗୁଗଲ୍‌ରେ ସର୍ଚ୍ଚ କରିଥିଲେ ଏହି ତିନୋଟି ଶବ୍ଦ

ୟୁରୋପ ଟୁର୍‌ ଓ ନଭେମ୍ବର ମାସର ସେହି ଘଟଣା

ଅନୁପମଙ୍କ ଚିକିତ୍ସା ପାଇଁ ଯୋଗୀ ଦେଲେ ୨୦ ଲକ୍ଷ

୩୫ ବର୍ଷ ପରେ ଆଜି ସେହି ହାତ ନାହିଁ…

ମ୍ୟାନେଜର୍ ଦିଶାଙ୍କ ପରିବାରକୁ ପଚରାଉଚରା କରିବ ବିହାର ପୁଲିସ୍

ଅନୁପମଙ୍କ ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢ଼ାଇଲେ ଯୋଗୀ