Advertisment

‘ଓସ୍କାର’ ଦୌଡ଼ରେ ତାମିଲ ଫିଲ୍ମ ‘ବିସାରନାଈ’

ମୁମ୍ବାଇ: ଜାତୀୟ ପୁରସ୍କାର ଜିତିଥିବା ତାମିଲ ଫିଲ୍ମ ‘ବିସାରନାଈ’ ୨୦୧୭  ‘ଓସ୍କାର ଆୱାର୍ଡ’ର ଦୌଡ଼ରେ ସାମିଲ ହୋଇଛି। ଫରେନ୍ ଲାଙ୍ଗୁଏଜ୍ ବର୍ଗରେ  ଭାରତ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହି ଫିଲ୍ମ ‘ଓସ୍କାର ଆୱାର୍ଡ’ର ଦୌଡ଼ରେ ସାମିଲ ହୋଇଛି। ଏଥିପାଇଁ ଫିଲ୍ମର ପୂରା ଟିମ୍‌ ଖୁସି ଅଛି। ଏହି ଫିଲ୍ମର ନିର୍ମାତା ଧନୁଷ ଟ୍ୱିଟ୍‌ରେ ନିଜ ଖୁସି ଜାହିର କରିଛନ୍ତି। ‘ବିସାରନାଈ’କୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ତାମିଲର ୯ଟି ଫିଲ୍ମ ‘ଓସ୍କାର ଆୱାର୍ଡ’ ପାଇଁ ମନୋନୀତ ହୋଇଛନ୍ତି।

‘ଓସ୍କାର’ ଦୌଡ଼ରେ ତାମିଲ ଫିଲ୍ମ ‘ବିସାରନାଈ’

visaranai

Advertisment

ମୁମ୍ବାଇ: ଜାତୀୟ ପୁରସ୍କାର ଜିତିଥିବା ତାମିଲ ଫିଲ୍ମ ‘ବିସାରନାଈ’ ୨୦୧୭  ‘ଓସ୍କାର ଆୱାର୍ଡ’ର ଦୌଡ଼ରେ ସାମିଲ ହୋଇଛି। ଫରେନ୍ ଲାଙ୍ଗୁଏଜ୍ ବର୍ଗରେ  ଭାରତ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହି ଫିଲ୍ମ ‘ଓସ୍କାର ଆୱାର୍ଡ’ର ଦୌଡ଼ରେ ସାମିଲ ହୋଇଛି। ଏଥିପାଇଁ ଫିଲ୍ମର ପୂରା ଟିମ୍‌ ଖୁସି ଅଛି। ଏହି ଫିଲ୍ମର ନିର୍ମାତା ଧନୁଷ ଟ୍ୱିଟ୍‌ରେ ନିଜ ଖୁସି ଜାହିର କରିଛନ୍ତି।

Advertisment

‘ବିସାରନାଈ’କୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ତାମିଲର ୯ଟି ଫିଲ୍ମ ‘ଓସ୍କାର ଆୱାର୍ଡ’ ପାଇଁ ମନୋନୀତ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe