\'ପୁଷ୍କରା\' ପରେ ଆଗକୁ ଆସୁଛି \'ପାଦେ ଆକାଶ\' | Odisha Reporter
Advertisment
''ଏହା ଆରମ୍ଭ ମାତ୍ର। ଆଗକୁ ବହୁତ ବାଟ ଯିବାର ଅଛି। ବଲିଉଡ ଫିଲ୍ମ ଭିତରେ ବି ପୁଷ୍କରାର ଲୋକପ୍ରିୟତା କମିନଥିଲା। ଦର୍ଶକମାନେ ବହୁତ ମାତ୍ରାରେ ଏହି ସିନେମାକୁ ଭଲ ପାଇଥିଲେ। ଆଗକୁ ଆସୁଛି 'ପାଦେ ଆକାଶ' ଚଳଚ୍ଚିତ୍ର। ପୁଷ୍କରା ଭଳି ଦର୍ଶକ ଏହାକୁ ମଧ୍ୟ ଭଲ ପାଇବେ।'' 'ପୁଷ୍କରା' ଚଳଚ୍ଚିତ୍ର ସଫଳତାର ସହ 50 ଦିନ ପୂର୍ତ୍ତି ଅବସରରେ କିଛି ଏମିତି କହିଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us