ପାକ୍ କମେଡ଼ି କିଙ୍ଗ୍‌ଙ୍କ ପରଲୋକ

କରାଚି: ପାକିସ୍ତାନର ଲୋକପ୍ରିୟ ହାସ୍ୟାଭିନେତା ଅମାନୁଲ୍ଲାହ ଖାନ୍‌ଙ୍କର ପରଲୋକ ହୋଇଯାଇଛି। ଗତ ଶୁକ୍ରବାର ୭୦ ବର୍ଷ ବୟସରେ କରାଚିର ଏକ ଡକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ବହୁ ଦିନରୁ ସେ କିଡନୀ ଓ ଫୁସ୍‌ଫୁସ୍ ଜନିତ ରୋଗରେ ପୀଡ଼ିତ ଥିଲେ। ନିଜର ୪୫ ବର୍ଷର ଅଭିନୟ କ୍ୟାରିୟର ଭିତରେ ସେ ଦୁଇ ହଜାର ପ୍ଲେ ଓ ବହୁତ ଟିଭି ସିରିଏଲ୍‌ରେ ଅଭିନୟ କରିଛନ୍ତି। ଅମାନୁଲ୍ଲାହଙ୍କ ମୃତ୍ୟୁରେ ସାରା ପାକିସ୍ତାନରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ […]

lah

lah

Chinmayee Roy
  • Published: Saturday, 07 March 2020
  • Updated: 07 March 2020, 03:09 PM IST

Sports

Latest News

କରାଚି: ପାକିସ୍ତାନର ଲୋକପ୍ରିୟ ହାସ୍ୟାଭିନେତା ଅମାନୁଲ୍ଲାହ ଖାନ୍‌ଙ୍କର ପରଲୋକ ହୋଇଯାଇଛି। ଗତ ଶୁକ୍ରବାର ୭୦ ବର୍ଷ ବୟସରେ କରାଚିର ଏକ ଡକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ବହୁ ଦିନରୁ ସେ କିଡନୀ ଓ ଫୁସ୍‌ଫୁସ୍ ଜନିତ ରୋଗରେ ପୀଡ଼ିତ ଥିଲେ। ନିଜର ୪୫ ବର୍ଷର ଅଭିନୟ କ୍ୟାରିୟର ଭିତରେ ସେ ଦୁଇ ହଜାର ପ୍ଲେ ଓ ବହୁତ ଟିଭି ସିରିଏଲ୍‌ରେ ଅଭିନୟ କରିଛନ୍ତି।

ଅମାନୁଲ୍ଲାହଙ୍କ ମୃତ୍ୟୁରେ ସାରା ପାକିସ୍ତାନରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି  ଯେ ଅମାନୁଲ୍ଲାହ ପାକିସ୍ତାନର କମେଡ଼ି ଓ ଡ୍ରାମା ଇଣ୍ଡଷ୍ଟ୍ରିର ଏକ ମୂଲ୍ୟବାନ ସମ୍ପତ୍ତି ଥିଲେ। ପାକିସ୍ତାନ୍ ବିରୋଧୀ ଦଳ ନେତା ଶହବାଜ ଶରିଫ ମଧ୍ୟ ଶୋକ ପ୍ରକାଶ କରି କହିଛନ୍ତି ଯେ ଅମାନୁଲ୍ଲାହଙ୍କ ମୃତ୍ୟୁ  ପାକ୍ କମେଡ଼ି ଓ ଅଭିନୟ ଦୁନିଆ ପାଇଁ ଏକ ବଡ଼ କ୍ଷତି। ତାଙ୍କ ଫ୍ୟାନ୍‌ମାନେ କେବେହେଲେ ଅଭିନୟ କ୍ଷେତ୍ରରେ ତାଙ୍କ ଅତୁଳନୀୟ ଅବଦାନକୁ ଭୁଲିପାରିବେ ନାହିଁ। ସେ ଲୋକଙ୍କ ମୁହଁରେ ହସ ଫୁଟାଇ ବହୁତ ଭଲ କାମ କରୁଥିଲେ।

https://twitter.com/KapilSharmaK9/status/1235967731804958720?s=20

କେବଳ ପାକିସ୍ତାନ ନୁହେଁ ଭାରତରେ ମଧ୍ୟ ତାଙ୍କ ଷ୍ଟାଣ୍ଡପ୍‌ କମେଡ଼ିର ବହୁତ ଫ୍ୟାନ୍‌ ଥିଲେ। ଭାରତରେ ମଧ୍ୟ ପୂର୍ବରୁ ସେ ବହୁତ ଷ୍ଟେଜ୍‌ ପ୍ରୋଗ୍ରାମ କରିଛନ୍ତି। ତାଙ୍କ ମୃତ୍ୟୁ ଖବରରେ ଭାରତର କମେଡ଼ି କିଙ୍ଗ୍ କପିଲ୍‌ ଶର୍ମା ଓ ତାଙ୍କ ସହ କଳାକାର ଚନ୍ଦନ ପ୍ରଭାକର ମଧ୍ୟ ଟ୍ୱିଟ୍‌ କରି ଶୋକ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଅମାନୁଲ୍ଲାହ ପ୍ରଥମେ ଲାହୋରରେ ବସ୍‌ ଭିତରେ ମିଠା ଓ ଚକଲେଟ୍‌ ବିକ୍ରି କରୁଥିଲେ। ସେ  ଲାହୋର୍‌ର ସୁଫି ଶ୍ରାଇନ୍ ଦାତା ଦରବାର୍ ପାଖରେ ରୋଡ୍‌ ଶୋ କରୁଥିବା ବେଳେ ସର୍ବପ୍ରଥମେ ଲୋକଲୋଚନକୁ ଆସିଥିଲେ। ସେ ଲାହୋର୍‌ର ବହୁତ ମଞ୍ଚ ନାଟକରେ ଅଭିନୟ କରିଛନ୍ତି। ତାଙ୍କର ଜବରଦସ୍ତ କମେଡ଼ି ପାଇଁ ତାଙ୍କୁ ପାକିସ୍ତାନର କମେଡ଼ି କିଙ୍ଗ୍ କୁହାଯାଏ। ପାକିସ୍ତାନ ବାହାରେ ମଧ୍ୟ ତାଙ୍କର ବହୁ ଫ୍ୟାନ୍‌ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story