Advertisment

ପାକ୍‌ରେ ରିଲିଜ୍ ହେବନି ଭାରତୀୟ ଫିଲ୍ମ

ମୁମ୍ବାଇ: ବହୁ ବାଦ ବିବାଦ ସତ୍ତ୍ୱେ ଆସନ୍ତାକାଲି ରିଲିଜ ହେବାକୁ ଯାଉଛି ବଲିଉଡର ଦୁଇଟି ବିଗ୍‌ ବ୍ୟାନର ଫିଲ୍ମ ‘ଏ ଦିଲ ହେ ମୁସକିଲ’ ଓ ‘ଶିବାୟ’। ହେଲେ ଏହି ଦୁଇ ଫିଲ୍ମ ପାକିସ୍ତାନରେ ରିଲିଜ ହେବ ଉପରେ ରୋକ୍‌ ଲାଗିଛି। ସିନେ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟର ମାଧ୍ୟମରେ ଏହା ଜଣାଇଛନ୍ତି। ଏହି ସୂଚନା ସେ ଫକ୍ସ ଷ୍ଟାର ଏବଂ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ତରଫରୁ ଜଣିବାକୁ ପାଇଥିବା ଟ୍ୱିଟରରେ ଉଲ୍ଲେଖ କରିଛନ୍ତି। ଉରୀ ଆତଙ୍କୀ ଆକ୍ରମଣ […]

author-image
Rakesh Mallick
ଅଦ୍ୟତନ ହୋଇଛି
ପାକ୍‌ରେ ରିଲିଜ୍ ହେବନି ଭାରତୀୟ ଫିଲ୍ମ

sivay-dil-hai-muskil

ମୁମ୍ବାଇ: ବହୁ ବାଦ ବିବାଦ ସତ୍ତ୍ୱେ ଆସନ୍ତାକାଲି ରିଲିଜ ହେବାକୁ ଯାଉଛି ବଲିଉଡର ଦୁଇଟି ବିଗ୍‌ ବ୍ୟାନର ଫିଲ୍ମ ‘ଏ ଦିଲ ହେ ମୁସକିଲ’ ଓ ‘ଶିବାୟ’। ହେଲେ ଏହି ଦୁଇ ଫିଲ୍ମ ପାକିସ୍ତାନରେ ରିଲିଜ ହେବ ଉପରେ ରୋକ୍‌ ଲାଗିଛି। ସିନେ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟର ମାଧ୍ୟମରେ ଏହା ଜଣାଇଛନ୍ତି। ଏହି ସୂଚନା ସେ ଫକ୍ସ ଷ୍ଟାର ଏବଂ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ତରଫରୁ ଜଣିବାକୁ ପାଇଥିବା ଟ୍ୱିଟରରେ ଉଲ୍ଲେଖ କରିଛନ୍ତି।

Advertisment

ଉରୀ ଆତଙ୍କୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ବଢିଥିବା ଉତ୍ତେଜନା କାରଣରୁ ପାକିସ୍ତାନ ନିଜ ଦେଶରେ ଭାରତୀୟ ଫିଲ୍ମ ରିଲିଜ ଉପରେ ରୋକ ଲଗାଯାଇଛି।