Advertisment

ପରଦାକୁ ଆସିଲା ‘ବାଏ ବାଏ ଦୁବାଇ’

ଭୁବନେଶ୍ୱର: ଆଜି ଓଲିଉଡ୍‌ ଫିଲ୍ମ ‘ବାଏ ବାଏ ଦୁବାଇ’ ରିଲିଜ୍ ହୋଇଛି। ଦୁବାଇରେ ବସବାସ କରୁଥିବା ଲୋକଙ୍କ ଲାଇଫ୍‌ ଷ୍ଟାଇଲ୍‌କୁ ନେଇ ଫିଲ୍ମଟି ଗତିଶୀଳ ହୋଇଛି। ଏଥିରେ ସବ୍ୟସାଚୀ, ଅର୍ଚ୍ଚିତା, ବୁଦ୍ଧାଦିତ୍ୟ ଓ ପପୁ ପମ୍‌ପମ୍‌ ଅଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବସନ୍ତ ସାହୁ। ଜେଲ୍‌ରୁ ଫେରିବା ପରେ ପପୁ ପମ୍‌ପମ୍‌ ପ୍ରଥମ ଥର ପାଇଁ ସିଲଭର ସ୍କ୍ରିନ୍‌ରେ ନଜର ଆସୁଥିବାରୁ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି।

ପରଦାକୁ ଆସିଲା ‘ବାଏ ବାଏ ଦୁବାଇ’

Bye-Bye-Dubai

Advertisment

ଭୁବନେଶ୍ୱର: ଆଜି ଓଲିଉଡ୍‌ ଫିଲ୍ମ ‘ବାଏ ବାଏ ଦୁବାଇ’ ରିଲିଜ୍ ହୋଇଛି। ଦୁବାଇରେ ବସବାସ କରୁଥିବା ଲୋକଙ୍କ ଲାଇଫ୍‌ ଷ୍ଟାଇଲ୍‌କୁ ନେଇ ଫିଲ୍ମଟି ଗତିଶୀଳ ହୋଇଛି। ଏଥିରେ ସବ୍ୟସାଚୀ, ଅର୍ଚ୍ଚିତା, ବୁଦ୍ଧାଦିତ୍ୟ ଓ ପପୁ ପମ୍‌ପମ୍‌ ଅଛନ୍ତି।

Advertisment

ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବସନ୍ତ ସାହୁ।

ଜେଲ୍‌ରୁ ଫେରିବା ପରେ ପପୁ ପମ୍‌ପମ୍‌ ପ୍ରଥମ ଥର ପାଇଁ ସିଲଭର ସ୍କ୍ରିନ୍‌ରେ ନଜର ଆସୁଥିବାରୁ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe