/odisha-reporter/media/post_attachments/uploads/2016/02/neerja.jpg)
Neerja
ମୁମ୍ୱାଇ: ଫିଲ୍ମ ଫ୍ରାଇଡେରେ ଆଜି ପରଦାକୁ ଆସିଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ନୀରଜା’। ଏକ ସତ୍ୟ ଘଟଣା ଆଧାରରେ ଏହି ଫିଲ୍ମ ନିର୍ମାଣ ହୋଇଛି। ହାଇଜାକ୍ ପ୍ଲେନ୍ରୁ ଆତଙ୍କବାଦୀଙ୍କ କବଳରୁ ଲୋକଙ୍କ ଜୀବନ ବଞ୍ଚାଇଥିବା ମଡେଲ୍ ତଥା ଏୟାର ହଷ୍ଟେସ୍ ନୀରଜା ଭାନୋଟଙ୍କ ଜୀବନୀକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି। ନୀରଜା ଭୂମିକାରେ ଅଭିନୟ କରିଛନ୍ତି ସୋନମ କପୁର। ଫିଲ୍ମରେ ନୀରଜାଙ୍କ ମା’ ଚରିତ୍ରରେ ଅଭିନୟ କରିଛନ୍ତି ଶବାନା ଆଜମୀ । ରାମ ମାଧବାନୀ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମ ସୋନମଙ୍କ ଅଭିନୟ କ୍ୟାରିୟରକୁ ଏକ ନୂଆ ମୋଡ଼ ଦେବ ବୋଲି କୁହାଯାଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
