ରିଲିଜ୍‌ ହେଲା ପାରସ୍‌-ମାହିରାଙ୍କ ମ୍ୟୁଜିକ୍ ଭିଡିଓ

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ର ପ୍ରତିଯୋଗୀ ପାରସ୍‌ ଛାବ୍ରା ଓ ମାହିରା ଶର୍ମାଙ୍କର ମ୍ୟୁଜିକ୍‌ ଭିଡିଓ ରିଲିଜ୍‌ ହୋଇଯାଇଛି। ଫଳରେ ବିଗ୍‌ ବସ୍‌ ପରେ ପୁଣିଥରେ ଫ୍ୟାନ୍‌ମାନେ ଦୁହିଁଙ୍କୁ ଏକାଠି ଦେଖିବାର ସୁଯୋଗ ପାଇଛନ୍ତି। ଏହି ମ୍ୟୁଜିକ୍‌ ଭିଡିଓ ଟାଇଟେଲ୍‌ ‘ବାରିଷ୍’ ରଖାଯାଇଛି। ଏଥିରେ ମାହିରା ଓ ପାରସ୍‌ ବେଶ୍ ଭଲ ଲାଗୁଛନ୍ତି। ଏହି ଗୀତଟି ସୋନୁ କକ୍କର ଗାଇଛନ୍ତି, ଯାହା ବେଶ୍ ଭଲ ହୋଇଛି। https://www.instagram.com/p/B9HPaLOF2Ca/?utm_source=ig_web_copy_link ଭିଡିଓରେ ଦେଖିବାକୁ ମିଳୁଛି ଯେ ମାହିରା ଓ ପାରସ୍‌ଙ୍କର […]

pahira

pahira

Chinmayee Roy
  • Published: Wednesday, 11 March 2020
  • Updated: 11 March 2020, 02:53 PM IST

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ର ପ୍ରତିଯୋଗୀ ପାରସ୍‌ ଛାବ୍ରା ଓ ମାହିରା ଶର୍ମାଙ୍କର ମ୍ୟୁଜିକ୍‌ ଭିଡିଓ ରିଲିଜ୍‌ ହୋଇଯାଇଛି। ଫଳରେ ବିଗ୍‌ ବସ୍‌ ପରେ ପୁଣିଥରେ ଫ୍ୟାନ୍‌ମାନେ ଦୁହିଁଙ୍କୁ ଏକାଠି ଦେଖିବାର ସୁଯୋଗ ପାଇଛନ୍ତି। ଏହି ମ୍ୟୁଜିକ୍‌ ଭିଡିଓ ଟାଇଟେଲ୍‌ ‘ବାରିଷ୍’ ରଖାଯାଇଛି। ଏଥିରେ ମାହିରା ଓ ପାରସ୍‌ ବେଶ୍ ଭଲ ଲାଗୁଛନ୍ତି। ଏହି ଗୀତଟି ସୋନୁ କକ୍କର ଗାଇଛନ୍ତି, ଯାହା ବେଶ୍ ଭଲ ହୋଇଛି।

https://www.instagram.com/p/B9HPaLOF2Ca/?utm_source=ig_web_copy_link

ଭିଡିଓରେ ଦେଖିବାକୁ ମିଳୁଛି ଯେ ମାହିରା ଓ ପାରସ୍‌ଙ୍କର ବାହାଘର ହେଉଛି। ହେଲେ ହଠାତ୍‌ ପୁଲିସ୍‌ ଆସି ପାରସ୍‌ଙ୍କୁ ଗିରଫ କରି ନେଇଯାଉଛି। ଏହାପରେ ମାହିରା ତାଙ୍କୁ ଜେଲ୍‌ରୁ ବାହାର କରିବାକୁ ବହୁତ ଚେଷ୍ଟା କରୁଛନ୍ତି। ଶେଷରେ ବିଫଳ ହୋଇ ପାରସଙ୍କଠୁ ଦୂରରେ ରହିବା ସହି ନପାରି ସେ ନିଜ ଜୀବନ ହାରି  ଦେଉଛନ୍ତି । ପାରସ୍ ଜେଲ୍‌ରୁ ବାହାରିକି ଆସିଲା ବେଳକୁ ମାହିରାଙ୍କ ମୃତ୍ୟୁ ହୋଇସାରିଛି। ଏହାପରେ ସେ ମାହିରାଙ୍କ କବର ପାଖକୁ ଯାଉଛନ୍ତି, ଯେଉଁଠି ତାଙ୍କ ଆତ୍ମା ସହ ତାଙ୍କର ଭେଟ ହେଉଛି। ଗୀତଟି ୟୁଟ୍ୟୁବ୍‌ରେ ଟ୍ରେଣ୍ଡ କରୁଛି। ବର୍ତ୍ତମାନ ସୁଦ୍ଧା ୪୦ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି।

https://youtu.be/mhOkHwCH73g

ଗୀତଟିକୁ ଫ୍ୟାନ୍‌ଙ୍କର ମିଶ୍ର ପ୍ରତିକ୍ରିୟା ମିଳୁଛି। କିଛି ଲୋକଙ୍କୁ ପାରସ ଓ ମାହିରାଙ୍କ କେମେଷ୍ଟ୍ରୀ ଓ ଗୀତଟି ପସନ୍ଦ ଆସୁଥିବା ବେଳେ କିଛି ଦର୍ଶକଙ୍କୁ ଏହାର ସ୍କ୍ରିନ୍‌ ପ୍ଲେକୁ ଆଦୌ ପସନ୍ଦ କରି ନାହାନ୍ତି। ଏହି ଗୀତଟିକୁ ଟୋନି କକ୍କର ଲେଖିଥିବାବେଳେ ଏହାକୁ ସୋନୁ କକ୍କର ଓ ନିଖିଲ୍‌ ଡି’ସୌଜା ଗାଉଛନ୍ତି।

https://www.instagram.com/p/B9b-96rlM14/?utm_source=ig_web_copy_link

‘ବିଗ୍‌ ବସ୍‌ ୧୩’ ଘର ଭିତରେ ଏମାନଙ୍କର ଲଭ୍‌ ଅଫେୟାର୍‌ ଥିବାର ଢେର୍‌ ଚର୍ଚ୍ଚା ହୋଇଥିଲା। ଥରେ ପାରସ ଖୋଲାଖୋଲି ଭାବେ କହି ଦେଇଥିଲେ ଯେ ସେ ମାହିରାଙ୍କୁ ପସନ୍ଦ କରନ୍ତି। ଏପରିକି ଏଥିପାଇଁ ସେ ତାଙ୍କ ଗର୍ଲପ୍ରେଣ୍ଡଙ୍କ ସହ ବ୍ରେକଅପ୍‌ ମଧ୍ୟ କରିଦେଲେ। ହେଲେ ମାହିରା ନିଜ ମନର କଥାକୁ ପରିପ୍ରକାଶ କରି ନଥିଲେ। ଘରୁ ବାହାରିବା ପରେ କିନ୍ତୁ ପାରସ୍ ଓ ମାହିରା ଦୁହେଁ କହିଥିଲେ ଯେ ସେମାନଙ୍କ ଭିତରେ ଏବେ କେବଳ ବନ୍ଧୁତା ହିଁ ଅଛି। ପାରସ୍ ବର୍ତ୍ତମାନ କଲର୍ସ ଟିଭିର ଆଉ ଏକ ରିଆଲିଟି ଶୋ’ ‘ମୁଝ୍‌ସେ ଶାଦୀ କରୋଗେ’ର ନଜର ଆସୁଛନ୍ତି। ତାଙ୍କ ସହ ଏହି ଶୋ’ରେ ଶେହନାଜ୍ ଗିଲ୍‌ ମଧ୍ୟ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story