ଫଟୋ ଶେଆର କରି ଟ୍ରୋଲ ହେଲେ ପାୟଲ

ମୁମ୍ବାଇ: ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ରାତାରାତି ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ପାୟଲ ଘୋଷ ଏବେ ପୁଣି  ଥରେ ଚର୍ଚ୍ଚାକୁ ଆସିଛନ୍ତି । ସେ ସୋଶାଲ ମିଡିଆରେ ଏକ ଫଟୋ ଶେଆର କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚ ଜୋର ଧରିଛି ।  ଏଥିସହ ଟ୍ରୋଲର ଶିକାର ହୋଇଛନ୍ତି ପାୟଲ। ରୁଚା ଚଡ୍ଡାଙ୍କ ପରେ ପାୟଲ ଘୋଷଙ୍କୁ ନିକଟରେ ଭାରତ ରତ୍ନ ଡ଼ଃ.ଆମ୍ୱେଦକର ଆୱାର୍ଡରେ ସମ୍ମାନିତ କରାଯାଇଛି । ଯାହାର ଫଟୋକୁ […]

payal

payal

Madhupriya Mistry
  • Published: Monday, 30 November 2020
  • Updated: 30 November 2020, 04:56 PM IST

Sports

Latest News

ମୁମ୍ବାଇ: ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ରାତାରାତି ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ପାୟଲ ଘୋଷ ଏବେ ପୁଣି  ଥରେ ଚର୍ଚ୍ଚାକୁ ଆସିଛନ୍ତି । ସେ ସୋଶାଲ ମିଡିଆରେ ଏକ ଫଟୋ ଶେଆର କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚ ଜୋର ଧରିଛି ।  ଏଥିସହ ଟ୍ରୋଲର ଶିକାର ହୋଇଛନ୍ତି ପାୟଲ।

ରୁଚା ଚଡ୍ଡାଙ୍କ ପରେ ପାୟଲ ଘୋଷଙ୍କୁ ନିକଟରେ ଭାରତ ରତ୍ନ ଡ଼ଃ.ଆମ୍ୱେଦକର ଆୱାର୍ଡରେ ସମ୍ମାନିତ କରାଯାଇଛି । ଯାହାର ଫଟୋକୁ ସେ ସୋଶାଲ ମିଡିଆରେ ଶେୟାର କରିଛନ୍ତି । ଏଥିସହ ସେ ଲେଖିଛନ୍ତି, ଏହି ପୁରସ୍କାର ପାଇ ମୁଁ ବେଶ ଖୁସି । ନଭେମ୍ବର ୨୬ ଦିନ ଏହି ଆୱାର୍ଡ ସେରିମନି ଆୟୋଜିତ ହୋଇଥିଲା । କିନ୍ତୁ ଏଠାକୁ ମୁଁ ଯାଇ ପାରିନଥିଲି । କଠିନ ପରିଶ୍ରମ ଏବଂ ଲମ୍ବା ରାସ୍ତା ପରେ ସଫଳତା ମିଳିଥାଏ । ଏହା ମୋ ପାଇଁ ବହୁତ ବଡ ସମ୍ମାନ ।

ପାୟଲଙ୍କ ଏହି ଟ୍ୱିଟ ଦେଖିବା ପରେ କିଛି ଲୋକେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଉ କିଛି ତାଙ୍କୁ ଜୋରଦାର ଟ୍ରୋଲ କରିଛନ୍ତି । କେଉଁ ଫିଲ୍ମ ପାଇଁ ଏବଂ କ’ଣ ପାଇଁ ପାୟଲଙ୍କୁ ଏହି ଆୱାର୍ଡ ମିଳିଛି ବୋଲି ୟୁଜର୍ସମାନେ ପ୍ରଶ୍ନ କରିଛନ୍ତି । ଏଥିସହ କେବଳ ଅନୁରାଗ କଶ୍ୟପଙ୍କ ନାଁରେ ଆଣିଥିବା ଅଭଯୋଗ ପାଇଁ ହିଁ ତାଙ୍କୁ ଚିହ୍ନିଛନ୍ତି ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ,  ଅଭିନୟରେ ସେତେଟା ସକ୍ରିୟ ନଥିବା ପାୟଲ ଘୋଷ ନିକଟରେ ରାଜନୀତିରେ ଏଣ୍ଟ୍ରି କରିଛନ୍ତି। ସେ ରାମଦାସ ଅଠାୱଲେଙ୍କ ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆରେ ସାମିଲ ହୋଇଛନ୍ତି । ଏହାପୂର୍ବରୁ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ପାୟଲ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story