Advertisment

ଫସିଗଲେ ରଜନୀକାନ୍ତ: ଲୋକେ କହିଲେ ଶୀଘ୍ର ଗିରଫ କର

ବେଙ୍ଗାଲୁରୁ: Man Vs Wild ଶୋ‘ରେ ଶୁଟିଂକୁ ନେଇ ଫସିଲେ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ। ହୋଷ୍ଟ୍ ବେୟର୍ ଗ୍ରିଲ୍ସଙ୍କ ସହ ଟାଇଗର ରିଜର୍ଭରେ ଶୁଟିଂ କରି ସେ ଫସି ଯାଇଥିବା ଜଣାପଡ଼ିଛି। ଲେକେ ଏବେ ତାଙ୍କୁ ଗିରଫ୍‌ କରିବା ପାଇଁ ଦାବି କରିଛନ୍ତି ସୂଚନା ଅନୁଯାୟୀ, ରଜନୀକାନ୍ତ ଏବେ ଗ୍ରିଲ୍ସଙ୍କ ସହ Man Vs Wildର ଶୁଟିଂ କର୍ଣ୍ଣାଟକର ବାନ୍ଦିପୁର ଟାଇଗର୍‌ ରିଜର୍ଭ ପାର୍କରେ କରୁଛନ୍ତି। ତେବେ ଶୋ’ର ଶୁଟିଂକୁ ନେଇ କିଛି କାର୍ଯ୍ୟକର୍ତ୍ତା ଅସୋନ୍ତଷ ପ୍ରକାଶ […]

author-image
Chinmayee Roy
ଫସିଗଲେ ରଜନୀକାନ୍ତ: ଲୋକେ କହିଲେ ଶୀଘ୍ର ଗିରଫ କର

rajnikanth

ବେଙ୍ଗାଲୁରୁ: Man Vs Wild ଶୋ‘ରେ ଶୁଟିଂକୁ ନେଇ ଫସିଲେ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ। ହୋଷ୍ଟ୍ ବେୟର୍ ଗ୍ରିଲ୍ସଙ୍କ ସହ ଟାଇଗର ରିଜର୍ଭରେ ଶୁଟିଂ କରି ସେ ଫସି ଯାଇଥିବା ଜଣାପଡ଼ିଛି। ଲେକେ ଏବେ ତାଙ୍କୁ ଗିରଫ୍‌ କରିବା ପାଇଁ ଦାବି କରିଛନ୍ତି

Advertisment

publive-imageସୂଚନା ଅନୁଯାୟୀ, ରଜନୀକାନ୍ତ ଏବେ ଗ୍ରିଲ୍ସଙ୍କ ସହ Man Vs Wildର ଶୁଟିଂ କର୍ଣ୍ଣାଟକର ବାନ୍ଦିପୁର ଟାଇଗର୍‌ ରିଜର୍ଭ ପାର୍କରେ କରୁଛନ୍ତି। ତେବେ ଶୋ’ର ଶୁଟିଂକୁ ନେଇ କିଛି କାର୍ଯ୍ୟକର୍ତ୍ତା ଅସୋନ୍ତଷ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା କଥା,  ଶୁଟିଂ ପାଇଁ ଯେଉଁ ଦଳ ଟାଇଗର୍‌ ରିଜର୍ଭ ପାର୍କରେ ଉପସ୍ଥିତ ରହିଛନ୍ତି ସେମାନଙ୍କ ଦ୍ୱାରା ଏଠାରେ ଥିବା ପଶୁମାନଙ୍କୁ କ୍ଷତି ପହଞ୍ଚିପାରେ। ତା ଛଡ଼ା, ପାଗ ଶୁଖିଲା ଥିବାରୁ ଜଙ୍ଗଲରେ ନିଆଁ ଲାଗିଯିବାର ଆଶଙ୍କା ମଧ୍ୟ କରାଯାଉଛି। ଯଦି ସେପରି ହୁଏ ତେବେ ଏହି ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିବ।

ଏହି ଘଟଣାକୁ ନେଇ ଜଣେ କାର୍ଯ୍ୟକତ୍ତା କହିଛନ୍ତି, Man Vs Wildର ଶୁଟିଂ ମୌସୁମୀ ସମୟରେ ମଧ୍ୟ ହୋଇପାରିବ। ଅନ୍ୟପକ୍ଷରେ କେତେକ ପ୍ରକୃତିପ୍ରେମୀ ଏହି ଘଟଣାକୁ ନେଇ ରଜନୀକାନ୍ତଙ୍କ ଗିରଫ ଦାବି କରିଛନ୍ତି।

Advertisment